ଜନବସତି ମୁହାଁ ୨୫ ଟିକିଆ ହାତୀ ପଲ, ଗତିବିଧି ଉପରେ ବନବିଭାଗର ନଜର

Published By : Prameya-News7 Bureau | May 02, 2024 IST

ଭଞ୍ଜନଗର ୨।୫: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ ଅନ୍ତର୍ଗତ ଜୟମଙ୍ଗଳ ଗାଁ ନିକଟରେ ୨୫ ଟିକିଆ ହାତୀପଲ । ଏକ ଜଳାଶୟ ନିକଟରେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି l ହାତୀମାନେ କେବେ ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥ ଅତିକ୍ରମ କରୁଛନ୍ତି ତ ଆଉ କେବେ ଏହି ଜୟମଙ୍ଗଳ ଜଳାଶୟ ନିକଟରେ ପାଣିରେ ଖେଳିବା ସହ ପାଣି ପିଇବା ପାଇଁ ଆସୁଛନ୍ତି l 

ଗୋଟିଏ ପଟେ ଜଙ୍ଗଲରେ ଲାଗିଛି ନିଆଁ ଅନ୍ୟପଟେ ପ୍ରଖର ଖରା ହେବାରୁ ଜଙ୍ଗଲରେ ଝରଣା ଶୁଖିଲା ପଡିଛି । ତେଣୁ ପାଣି ଆଶାରେ ହାତୀମାନେ ଗାଁ ମୁହାଁ ହୋଇଛନ୍ତି l ବନବିଭାଗ ଏମାନଙ୍କ ଗତିବିଧି ଉପରେ ନଜର ରଖିଛି l

You Can Read :

ଏଯାଏଁ ମିଳିନି ଟିକେଟ୍, ନୋମିନେସନ ପାଇଁ ଡେଟ୍ ଫାଇନାଲ୍ କଲେଣି ଆଶାୟୀ ସନ୍ତୋଷ ଖଟୁଆ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.