Logo
image

WAO-2026 ସମ୍ମାନ ପାଇଁ ଆରମ୍ଭ ହେଲା ପଞ୍ଜୀକରଣ

ନାରୀ, ଶକ୍ତି ଓ ପ୍ରେରଣାର ଉତ୍ସ । ଅନେକ ଅସମ୍ଭବକୁ ସମ୍ଭବ କରିବାରେ ସେ ସିଦ୍ଧହସ୍ତ। ନାରୀ ହିସାବରେ ଆପଣଙ୍କର କାର୍ଯ୍ୟଦକ୍ଷତା ସମାଜର ପରିବର୍ତ୍ତନରେ ସହାୟକ ହୋଇ ପାରିଛି । ଆପଣଙ୍କର ସଂଘର୍ଷ ଓ ସଫଳତାର କାହାଣୀ ଅନ୍ୟମାନଙ୍କ ଲାଗି ପ୍ରେରଣାର ଉତ୍ସ ହେଉ ସେଥ‌ିପାଇଁ ପ୍ରମେୟ ଓ ନ୍ୟୁଜ୍7ର ଏହି ପ୍ରୟାସକୁ ସଫଳ କରିବା ନିମନ୍ତେ ଆମକୁ ପଠାନ୍ତୁ ଆପଣଙ୍କର କାହାଣୀ ।

ବି.ଦ୍ର.: ପ୍ରମେୟ ଖବରକାଗଜରେ ପ୍ରକାଶିତ ହେଉଥ‌ିବା ନାମାଙ୍କନ ପତ୍ର ସହିତ ନିଜର କାର୍ଯ୍ୟଦକ୍ଷତାର ତଥ୍ୟ ପ୍ରମାଣ ଓ ଫଟୋଚିତ୍ର ଚଳିତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ନିମ୍ନ ଠିକଣାରେ ପଠାଇବାକୁ ଅନୁରୋଧ ।

ବର୍ଗ

( ଶିକ୍ଷା, କୃଷି, ବିଜ୍ଞାନ, ଉଦ୍ୟୋଗୀ, ସାହସିକ କାର୍ଯ୍ୟ, ଦୁଃସାହସିକ କ୍ରୀଡ଼ା | ଆଥଲେଟିକ୍ସ, ଗ୍ଲାମର/ଫ୍ୟାଶନ, ନୃତ୍ୟ/ ସଙ୍ଗୀତ, ଅଭିନୟ, ଚାରୁ ଓ କାରୁକଳା, ହସ୍ତଶିଳ୍ପ/ହସ୍ତତନ୍ତ, ପରିବେଶ ସୁରକ୍ଷା )

‘ସୁମା ରିଅଲ ମିଡିଆ ପ୍ରା. ଲି.’ ଏବଂ ‘ସୋଆ ପ୍ରାଚୀନ’ ତରଫରୁ ଆସନ୍ତା ‘ବିଶ୍ବ ମହିଳା ଦିବସ’ ଅବ୍ୟବହିତ ପୂର୍ବରୁ ମହିଳାମାନଙ୍କୁ ସମ୍ମାନିତ କରାଯିବ ।

ଉପରୋକ୍ତ ଯେକୌଣସି କ୍ଷେତ୍ରରେ ଯେଉଁମାନେ ନିଜ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ ପଠାଇବାକୁ ଋହୁଁଛନ୍ତି, ସେମାନେ କେବଳ ଗୋଟିଏ ବର୍ଗରେ ନାମ ପଞ୍ଜୀକରଣ କରିପାରିବେ ।

କୌଣସି ବ୍ୟକ୍ତି ସମୂହ କିମ୍ବା ସଂସ୍ଥା ତରଫରୁ ମଧ୍ଯ ସଫଳ ମହିଳାଙ୍କ ସପକ୍ଷରେ ନାମାଙ୍କନ ଦାଖଲ କରାଯାଇପାରିବ ।

ନାମ ପଞ୍ଜୀକରଣ ଫର୍ମ