ଉଦଳା ପାତାସାହି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ; ଘରେ ପଶି ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | November 27, 2018 IST

ଉଦଳା ୨୭|୧୧:  ଉଦଳା ଶରତ ଥାନା ପାତାସାହି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ପଶି ପଥରରେ ଛେଚି ତଣ୍ଟି ଚିପି ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ୪ ଯୁବକ । ମୃତକ ହେଲେ ଜଗନ୍ନାଥ ଖଣ୍ଡୁଆଳ । ଜମିବାଡିକୁ କେନ୍ଦ୍ର କରି ଜଗନ୍ନାଥଙ୍କୁ ହତ୍ୟା କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା  କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.