ଆଜି ବିଶ୍ୱ ତମାଖୁ ମୁକ୍ତ ଦିବସ

Published By : Prameya-News7 Bureau | May 31, 2018 IST

ଆଜି ହେଉଛି ବିଶ୍ୱ ତମାଖୁ ମୁକ୍ତ ଦିବସ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୧୯୮୭ରୁ ପ୍ରତିବର୍ଷ ମେ ୩୧ରୁ ବିଶ୍ୱ ତମାଖୁ ମୁକ୍ତ ଦିବସ ଭାବେ ପାଳନ କରାଯାଏ । ଏହି ଦିନରେ ଚବିଶ ଘଣ୍ଟା ପର୍ଯ୍ୟନ୍ତ କୈଣସି ଧରଣ ତମାଖୁ ସେବନ ନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଏ । ତମାଖୁର କ୍ଷତିକାରକ ଦିବ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ତଥା ଏବାବଦରେ ସଚେତନାତା ସୃଷ୍ଟି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ । ପ୍ରତିବର୍ଷ ତମାଖୁ ସେବନ କାରଣରୁ ବିଶ୍ୱ ପ୍ରାୟ ଷାଠିଏ ଲକ୍ଷ ମଣିଷଙ୍କର ଅକାଳ ମୃତ୍ୟୁ ଘଟୁଛି । ତେବେ ଚଳିତ ବର୍ଷର ଥିମ୍ ରହିଛି ‘ତମାଖୁ ହୃଦୟ ଭାଙ୍ଗି ଦିଏ’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.