Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ସୋନମଙ୍କ ଓଢ଼ଣି କାହିଁକି ଧରିଥିଲେ ସଲମାନ?ସେହି ପୁରୁଣା କଥା ଏବେ ଭାଇରାଲରେ ନୂଆ

30/05/2020 at 4:14 PM

ମୁମ୍ବାଇ ୩୦/୫: ସୁପରଷ୍ଟାର ସଲମାନ୍ ଖାନ୍ ଏବେ ପନଓ୍ବେଲ୍ ସ୍ଥିତ ଫାର୍ମ ହାଉସରେ ପରିବାର ଏବଂ କିଛି ବନ୍ଧୁଙ୍କ ସହ ରହୁଛନ୍ତି। ଏଠାରେ ରହିବାର ଅନେକ ଫଟୋ ଏବଂ ଭିଡିଓ ତାଙ୍କର ସାମନାକୁ ଆସି ସାରିଛି। କେବଳ ଏତିକି ନୁହେଁ ସଲମାନ୍ ଖାନ୍ ୩ଟି ଗୀତ ଗାଇ ରିଲିଜ ମଧ୍ୟ କରି ସାରିଲେଣି। କିନ୍ତୁ ଏବେ ସଲମାନ୍ ଏବଂ ସୋନମ୍ କପୁରଙ୍କ ଏକ ପୁରୁଣା ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ଦୁଇ ଷ୍ଟାରଙ୍କ ଏହି ଭିଡିଓ ଫିଲ୍ମ ପ୍ରେମ ରତନ ଧନ ପାୟୋର ଟ୍ରେଲର ଲଞ୍ଚ ସମୟର।

View this post on Instagram

😜😜

A post shared by Bollywood 1M💙 (@lnbollywood) on


ଭିଡିଓରେ ସଲମାନ୍,ସୋନମଙ୍କ ଓଢ଼ଣିରେ ନିଜର ଝାଳ ପୋଛୁଥିବା ନଜର ଆସୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ସଲମାନ ଗରମରେ ଅତିଷ୍ଠ ହୋଇଯାଉଛନ୍ତି। ସେତେବେଳେ ସେ ପାଖରେ ଛିଡ଼ା ହୋଇଥିବା ସୋନମଙ୍କ ଓଢ଼ଣୀ ହାତରେ ନେଇ ନିଜ ମୁଣ୍ଡର ଝାଳ ପୋଛିବାକୁ ଲାଗୁଛନ୍ତି। କିନ୍ତୁ ସୋନମଙ୍କ ଏକ୍ସପ୍ରେସନରୁ ପରିଷ୍କାର ଦେଖାଯାଉଛି ଯେ ସେ ସଲମାନଙ୍କ ଏଭଳି ଆଚରଣରେ ଖୁସି ନାହାନ୍ତି କିନ୍ତୁ ସେହି ସମୟରେ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ।

ସଲମାନ ଏବଂ ସୋନମଙ୍କ ଫିଲ୍ମ ପ୍ରେମ ରତନ ଧନ ପାୟୋକୁ ବହୁତ ପସନ୍ଦ କରାଯାଇଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଏଥିରେ ସଲମାନ ଏବଂ ସୋନମଙ୍କ ବ୍ୟତୀତ ନିଲ ନିତିନ ମୁକେଶ,ସ୍ବରା ଭାସ୍କର ଏବଂ ଅରମାନ କୋହଲି ଭଳି କଳାକାର କାମ କରିଥିଲେ। ଏହାର ନିର୍ଦେଶନା ସଲମାନଙ୍କ ବନ୍ଧୁ ସୂରଜ ବଡ଼ଜାତ୍ୟା କରିଥିଲେ। ଏହା ୨୦୧୫ମସିହାରେ ରିଲିଜ ହୋଇଥିଲା।

   Related Posts