ବେଆଇନ ଖନନକୁ ନେଇ ତାତିଲେ ଗ୍ରାମବାସୀ
27/09/2019 at 10:23 AM

ବଲାଙ୍ଗୀର ୨୭।୯: ପାହାଡ ଖନନକୁ ନେଇ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସଇଁନ୍ତଳା ବ୍ଲକ୍ ବିବିନା ଚିତା ଡୁଂଗୁରୀରେ ବେଆଇନ ଖନନକୁ ନେଇ ଅସନ୍ତୋଷ । ବିନା କାଗଜପତ୍ରରେ ଚାଲିଛି ଖନନ । ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିନା ଅନୁନତିରେ ଚାଲିଛି କାମ । ବନ ବିଭାଗର ବିନା କ୍ଲିଅରାନ୍ସରେ ଚାଲିଛି ଡିଂଗୁରୀ ଖନନ ।
ପରମ୍ପରା ଅନୁସାରେ ସ୍ଥାନୀୟ ଗ୍ରାମବାସୀ ପାହାଡରେ କରୁଥିଲେ ଇନ୍ଦ୍ରଙ୍କୁ ପୂଜା । ପରମ୍ପରା ଓ ଧର୍ମୀୟ ଭାବନା ସହ ଜିଲ୍ଲା ପ୍ରଶାସନ ଖେଳୁଥିବା ଅଭିଯୋଗ କଲେ ବିବିନା ଗ୍ରାମବାସୀ ।
Related Posts
ବଲାଙ୍ଗୀର: ଯୌତୁକ ପାଇଁ ନବ ବଧୂଙ୍କୁ ହତ୍ୟା ଅଭିଯୋଗ
25 January 2021