Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ବେଆଇନ ଖନନକୁ ନେଇ ତାତିଲେ ଗ୍ରାମବାସୀ

27/09/2019 at 10:23 AM

ବଲାଙ୍ଗୀର ୨୭।୯: ପାହାଡ ଖନନକୁ ନେଇ ଆଦିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ସଇଁନ୍ତଳା ବ୍ଲକ୍ ବିବିନା ଚିତା ଡୁଂଗୁରୀରେ ବେଆଇନ ଖନନକୁ ନେଇ ଅସନ୍ତୋଷ । ବିନା କାଗଜପତ୍ରରେ ଚାଲିଛି ଖନନ । ତହସିଲଦାର ଓ ଉପଜିଲ୍ଲାପାଳଙ୍କ ବିନା ଅନୁନତିରେ ଚାଲିଛି କାମ । ବନ ବିଭାଗର ବିନା କ୍ଲିଅରାନ୍ସରେ ଚାଲିଛି ଡିଂଗୁରୀ ଖନନ ।

ପରମ୍ପରା ଅନୁସାରେ ସ୍ଥାନୀୟ ଗ୍ରାମବାସୀ ପାହାଡରେ କରୁଥିଲେ ଇନ୍ଦ୍ରଙ୍କୁ ପୂଜା । ପରମ୍ପରା ଓ ଧର୍ମୀୟ ଭାବନା ସହ ଜିଲ୍ଲା ପ୍ରଶାସନ ଖେଳୁଥିବା ଅଭିଯୋଗ କଲେ ବିବିନା ଗ୍ରାମବାସୀ ।

   Related Posts