ଏହି ୫ ଜଣ ସାଉଥ ଅଭିନେତ୍ରୀଙ୍କ ଫିଗର ବହୁତ ହଟ୍‌, ଦେଖନ୍ତୁ ଆକର୍ଷଣୀୟ ଫଟୋ

Published By : Prameya-News7 Bureau | July 28, 2019 IST

ମୁମ୍ବାଇ୨୮|୭: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରୁଥିବା ଅଭିନେତ୍ରୀ ସାଉଥ ଇଣ୍ଡଷ୍ଟ୍ରି ବ୍ୟତୀତ ସମଗ୍ର ବିଶ୍ବରେ ମଧ୍ୟ ବେଶ ପପୁଲାର। ସାଉଥ ଜଗତର ଅନେକ ଅଭିନେତ୍ରୀ ବଲିଉଡରେ ମଧ୍ୟ କାମ କରିଛନ୍ତି। ସାଉଥ ଫିଲ୍ମ କହିଲେ ଲୋକ ଆକ୍ସନ ବୁଝନ୍ତି। କିନ୍ତୁ କେବଳ ସାଉଥ ଫିଲ୍ମର ଫ୍ୟାନ ତାର ମଜା ଜାଣିଛନ୍ତି। ତେଲୁଗୁ ନଜଣାଥିବା ଅନେକ ଲୋକ ମଧ୍ୟ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।

{"id":138198,"width":579,"height":1029}

ସମଗ୍ର ବିଶ୍ବରେ ସାଉଥ ଫିଲ୍ମ ଦେଖିବା ପାଇଁ ଦର୍ଶକ ପାଗଳ ଥାନ୍ତି।ତେବେ କିଛି ଅଭିନେତ୍ରୀ ନିଜ ଅଭିନୟ ଦ୍ବାରା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।  ଏହି ସାଉଥ ଅଭିନେତ୍ରୀଙ୍କର ଅଗଣିତ ଫ୍ୟାନ ଅଛନ୍ତି। ତେଲୁଗୁ ଫିଲ୍ମ ମଧ୍ୟରୁ ଏମିତି ଅନେକ ଫିଲ୍ମ ଅଛି ଯାହା ବଲିଉଡକୁ ଟକ୍କର ଦେବା ସହ ହଲିଉଡକୁ ମଧ୍ୟ ପଛରେ ପକାଇଥାଏ।     

{"id":138187}

୧- କିର୍ତ୍ତିୀ ସୁରେଶ  

ସାଉଥ ଅଭିନେତ୍ରୀ କିର୍ତ୍ତୀ ସୁରେଶ ଇଣ୍ଡିୟାନ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଓ ମଡେଲଙ୍କ ମଧ୍ୟରୁ ଜଣେ। ନିଜ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି ଏହି ଅଭିନେତ୍ରୀ। ୧୯୯୨ ମସିହାରେ କିର୍ତ୍ତିୀଙ୍କ ଜନ୍ମ ଚେନ୍ନାଇରେ ହୋଇଥିଲା। ନିଜ ଅଭିନୟ ପାଇଁ ସେ ବେଷ୍ଟ ଡେବ୍ୟୁଡାଣ୍ଟର ଆୱାର୍ଡ ମଧ୍ୟ ପାଇଥିଲେ।

{"id":138188}

୨- ଅନୁଷ୍କା ଶେଟ୍ଟୀ

ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ର୍ରିର ହଟ୍‌ ଓ ସେକ୍ସି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ବାହୁବଳୀର ୨ଟି ପାର୍ଟରେ ଅଭିନେତା ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ।

ଅନୁଷ୍କାଙ୍କ ସୌନ୍ଦର୍ଯ୍ୟ ଓ ଅଭିନୟ ଅତ୍ୟନ୍ତ ପ୍ରଶଂସନୀୟ। ଅନୁଷ୍କା ଅନେକ ସାଉଥ ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯାହା ତାଙ୍କୁ କାହାଣୀର ମୁଖ୍ୟ ଚରିତ୍ର ବନାଏ। ସେ ଦେଖିବାକୁ ଯେମିତି ସୁନ୍ଦର , ତାଙ୍କ ଗୁଣ ଓ ଅଭିନୟ ମଧ୍ୟ ସେତିକି ମନଲୋଭା ।  

{"id":138189}

୩- କାଜଲ ଅଗ୍ରୱାଲ

ସାଉଥ ଫିଲ୍ମ ଜଗତର ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜ ଅଭିନୟ ଓ ଜଲୱା ଦ୍ବାରା ଅନେକ ଦର୍ଶକଙ୍କୁ ଆକର୍ଷିତ କରନ୍ତି। କାଜଲଙ୍କ ସେକ୍ସି ମୁଭ୍ସ ପାଇଁ ଦଶର୍କ ତାଙ୍କ ଫିଲ୍ମ ଦେଖିବା ଅଧିକ ପସନ୍ଦ କରନ୍ତି। ତେଲୁଗୁ ସହ ସେ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।  

{"id":138190}

୪- ତମନ୍ନା ଭାଟିଆ

ସାଉଥ ଫିଲ୍ମ ଜଗତର ପପୁଲାର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତମନ୍ନା ଭାଟିଆ । ଏହି ଅଭିନେତ୍ରୀ ତେଲୁଗୁ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ବ୍ଲକ୍‌ବଷ୍ଟର ଫିଲ୍ମ ବାହୁବଳୀର ୨ଟି ସିରିଜ୍‌ରେ ଅଭିନୟ କରି ସେ ଅଧିକ ଚର୍ଚ୍ଚାରେ ଆସିଥିଲେ। ତମନ୍ନା ତାଙ୍କ ଫିଗର ପାଇଁ ଅଧିକ ଆକର୍ଷଣୀୟ ଲାଗନ୍ତି।   

{"id":138191}

୫- ହଂସିକା ମୋଟୱାନୀ

ଏହି ଅଭିନେତ୍ରୀ ଦେଖିବାକୁ ଯେମିତି ତାଙ୍କ ଫିଟ୍‌ନେସ ମଧ୍ୟ ସେମିତି। ତାମିଲ ଓ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ନାମି ଦାମି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଂସିକା ମୋଟୱାନୀ।ଶିଶୁ କଳାକାର ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ହଂସିକା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.