Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ତନ୍ତ୍ରମନ୍ତ୍ର ଆଳରେ ମହିଳାଙ୍କୁ ଅସଦାଚାରଣ ଅଭିଯୋଗରେ ଗିରଫ ହେଲେ ଭଣ୍ଡବାବା

3/11/2019 at 1:27 PM

ବାସୁଦେବପୁର ୩।୧୧: ମହିଳାଙ୍କୁ ଅସଦାଚରଣ ଅଭିଯୋଗ । ତନ୍ତ୍ରମନ୍ତ୍ର ଆଳରେ ମହିଳାଙ୍କୁ ଅସଦାଚରଣ ଅଭିଯେ।ଗ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣି ମେରାଇନ ଥାନା ରାଧାନାଥପୁର ଗାଁରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ପିଲାଛୁଆ ନଥିବାରୁ ତନ୍ତ୍ର ସାଧକଙ୍କ ଆଶ୍ରୟ ନେଇଥିଲେ ଗାଁର ଜଣେ ମହିଳା । ଗାଁ ନିକଟ ଏକ ମଶାଣିରେ ପୂଜାପାଠ କରିବାକୁ ମହିଳାଙ୍କୁ ପ୍ରବର୍ତ୍ତାଇଥିଲେ ତନ୍ତ୍ର ସାଧକ । ମହିଳା ଜଣଙ୍କ ଭଣ୍ଡ ବାବାଙ୍କୁ ବିଶ୍ବାସ କରି ଏକୁଟିଆ ଯାଇଥିଲେ । ଯାହାର ସୁଯେ।ଗ ନେଇ ମହିଳାଙ୍କୁ ଅସଦାଚରଣ କରିଛି ଭଣ୍ଡ ବାବା । ଭଣ୍ଡ ବାବା ଜଣକ ହେଲେ କୃଷ୍ଣପୁର ଗାଁର ଭାନୁ ତଳା । ଘଟଣା ପରେ ଭଣ୍ଡବାବାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଉତ୍ତ୍ୟକ୍ତ ଲେ।କ । ଅଭିଯୁକ୍ତ ଭଣ୍ଡବାବାଙ୍କୁ ଗିରଫ କରିଛି ପୋଲିସ ।

   Related Posts