କେବେ ଦେଖିନଥିବେ ଏପରି ଗ୍ୟାସ୍ ଚୁଲ୍ହା : ବଜାରରେ ସୃଷ୍ଟି କରିଛି ହଇଚଇ

Published By : Prameya-News7 Bureau | September 20, 2019 IST

ଯଦି ଆପଣ ନିଜ ଘର ପାଇଁ ଏକ ଆକର୍ଷଣୀୟ ଏବଂ ସ୍ମାର୍ଟ ଗ୍ୟାସ୍ ଚୁଲ୍ହା କିଣିବାକୁ ଚାହୁଁଛନ୍ତି,ତେବେ ଆପଣଙ୍କୁ ଏହି ଗ୍ୟାସ୍ ଚୁହ୍ଲା ନିଶ୍ଚୟ ପସନ୍ଦ ଆସିବ। ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହାର ମୂଲ୍ୟ ମଧ୍ୟ ବହୁତ କମ୍।

ଏହି ଗ୍ୟାସ୍ ଚୁହ୍ଲାର କମ୍ପାନୀ ନାଁ ହେଉଛି ସୂର୍ଯ୍ୟ। ଏହା ଏକ ଅତ୍ୟନ୍ତ ପ୍ରଖ୍ୟାତ କମ୍ପାନୀ। ଏହା ବିଷୟରେ ଆପଣ ବୋଧହୁଏ ଆଗରୁ ଶୁଣିଥିବେ କାରଣ ଏହା ବହୁତ ପୁରୁଣା କମ୍ପାନୀ।

ଏହି ଚୁହ୍ଲାର ତଳ ବଡି ଷ୍ଟାଣ୍ଡାର୍ଡ଼ ଷ୍ଟିଲର ଏବଂ ଏହା ଉପରେ କାଚ ଲଗା ହୋଇଛି ଯାହା ସାଧାରଣ କାଚ ତୁଳନାରେ ଅତ୍ୟନ୍ତ ମଜବୁତ ଏବଂ ଏହା ସହଜରେ ଭାଙ୍ଗିନଥାଏ। ଏଥିରେ ଇଟାଲିୟନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ଏହା ପୂରାପୂରି ଅଟୋମେଟିକ୍।

ଏହି ଗ୍ୟାସ୍ ଚୁଲ୍ହା ସହ ଆପଣଙ୍କୁ ୭ବର୍ଷର ଓ୍ବାରେଣ୍ଟି ମିଳିଯିବ । ଏହାର ମୂଲ୍ୟ ମାତ୍ର ୧୩୫୦ଟଙ୍କା । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଶୀଘ୍ର କିଣି ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.