Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କେବେ ଦେଖିନଥିବେ ଏପରି ଗ୍ୟାସ୍ ଚୁଲ୍ହା : ବଜାରରେ ସୃଷ୍ଟି କରିଛି ହଇଚଇ

20/09/2019 at 12:21 PM

ଯଦି ଆପଣ ନିଜ ଘର ପାଇଁ ଏକ ଆକର୍ଷଣୀୟ ଏବଂ ସ୍ମାର୍ଟ ଗ୍ୟାସ୍ ଚୁଲ୍ହା କିଣିବାକୁ ଚାହୁଁଛନ୍ତି,ତେବେ ଆପଣଙ୍କୁ ଏହି ଗ୍ୟାସ୍ ଚୁହ୍ଲା ନିଶ୍ଚୟ ପସନ୍ଦ ଆସିବ। ଏହା କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହାର ମୂଲ୍ୟ ମଧ୍ୟ ବହୁତ କମ୍।

ଏହି ଗ୍ୟାସ୍ ଚୁହ୍ଲାର କମ୍ପାନୀ ନାଁ ହେଉଛି ସୂର୍ଯ୍ୟ। ଏହା ଏକ ଅତ୍ୟନ୍ତ ପ୍ରଖ୍ୟାତ କମ୍ପାନୀ। ଏହା ବିଷୟରେ ଆପଣ ବୋଧହୁଏ ଆଗରୁ ଶୁଣିଥିବେ କାରଣ ଏହା ବହୁତ ପୁରୁଣା କମ୍ପାନୀ।

ଏହି ଚୁହ୍ଲାର ତଳ ବଡି ଷ୍ଟାଣ୍ଡାର୍ଡ଼ ଷ୍ଟିଲର ଏବଂ ଏହା ଉପରେ କାଚ ଲଗା ହୋଇଛି ଯାହା ସାଧାରଣ କାଚ ତୁଳନାରେ ଅତ୍ୟନ୍ତ ମଜବୁତ ଏବଂ ଏହା ସହଜରେ ଭାଙ୍ଗିନଥାଏ। ଏଥିରେ ଇଟାଲିୟନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ଏବଂ ଏହା ପୂରାପୂରି ଅଟୋମେଟିକ୍।

ଏହି ଗ୍ୟାସ୍ ଚୁଲ୍ହା ସହ ଆପଣଙ୍କୁ ୭ବର୍ଷର ଓ୍ବାରେଣ୍ଟି ମିଳିଯିବ । ଏହାର ମୂଲ୍ୟ ମାତ୍ର ୧୩୫୦ଟଙ୍କା । ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଶୀଘ୍ର କିଣି ନିଅନ୍ତୁ।

   Related Posts