Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ପାଟଣା: ପରିବହନ ବିଭାଗ ପକ୍ଷରୁ ଜୋରଦାର ଚେକିଂ, ଅମାନିଆଙ୍କଠୁ ଆଦାୟ ହେଲା ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

7/01/2021 at 7:12 PM

ପାଟଣା୭/୧: ପରିବହନ ବିଭାଗ ପକ୍ଷରୁ ଜୋରଦାର ଚେକିଂ। ସଡ଼କ ପରିବହନ ଆଇନ୍ ଲାଗୁ ପରେ କେନ୍ଦୁଝର ଜିଲ୍ଲାରେ ପୋଲିସ୍ ଓ ପରିବହନ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କାର୍ଯ୍ୟ ଜୋରଦାର ଚାଲିଛି। ଗୁରୁବାର ପାଟଣା ଥାନା ଦେଇ ଯାଇଥିବା ରାଞ୍ଚି ବିଜୟବାଡା କୋରିଡର ୨୨୦ ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ନିକଟରେ ଗାଡି ମୋଟର  ଚେକିଂ ପ୍ରକ୍ରିୟା ଜୋରଦାର କରାଯାଇଥିଲା। ଉକ୍ତ ଚେକିଂରେ ଅମାନିଆଙ୍କ ଠାରୁ ୩ ଲକ୍ଷ ୭୨ ହଜାର ୭୬୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ଯାନବାହାନ ଯାଞ୍ଚ ବେଳେ ପାଟଣା ଥାନା ଅଧିକାରୀ ଶୋମନାଥ ଜେନା  ଏସ,ଆଇ ଅରୁପ କୁମାର ସାମଲ, ସହକାରୀ ଏମ୍,ଭି, ଆଇ,ରମେଶ ଚନ୍ଦ୍ର ପଣ୍ଡା, ଜୁନିୟର ଏମ୍,ଭି,ଆଇ କାହ୍ନୁ ଚରଣ ବାନାରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚେକିଂରେ ମୋଟ ୪୪ଟି ଗାଡି ଚେକିଂ କରାଯାଇ ଚାଲାଣ କଟାଯାଇଥିବା ବେଳେ ୨ଟି ଟ୍ରାକ୍ଟରକୁ ଜବତ କରି ପାଟଣା ଥାନାରେ ଅଟକ ରଖାଯାଇଛି। ଏଥି ସହ ବିନା ଇନ୍‌ସୁରାନ୍ସ, ବିନା ହେଲମେଟରେ ଏବଂ ବାଇକରେ ଦୁଇରୁ ଅଧିକ ଲୋକ ଯାତ୍ରା ନକରିବା ପାଇଁ କେନ୍ଦୁଝର ଆଞ୍ଚଳିକ ପରିବହନ ପକ୍ଷରୁ ଜନସଧାରଣଙ୍କୁ ଅନୁରୋଧ କରାଯାଇଛି।

   Related Posts