ଚୋରା କୋଇଲା ବୋଝେଇ ପିକ୍ ଅପ ଭ୍ୟାନ୍ ଜବତ କରିଛି ସେ।ର ପେ।ଲିସ

Published By : Prameya-News7 Bureau | August 24, 2018 IST

ବାଲେଶ୍ବର ୨୪/୮:୨ଟି ଚୋରା କୋଇଲା ବୋଝେଇ ପିକ୍ ଅପ ଭ୍ୟାନ୍ ଜବତ କରିଛି ସେ।ର ପେ।ଲିସ । ଭଦ୍ରକରୁ ସୋର ସରଶଙ୍ଖକୁ ଚାଲାଣ ହେଉଥିଲା କେ।ଇଲା । ଭ୍ୟାନର ଦୁଇଜଣ ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପେ।ଲିସ । ସରସଖଂଠାରେ ଥିବା ଏକ ଲକ୍ଷ୍ମୀ ବ୍ରିକସ ନାମକ ଏକ ବେଆଇନ କୋଇଲା ଗୋଦାମ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର କୋଇଲା ଜବତ କରିଛି ପେ।ଲିସ । ଗେ।ଦାମ ଘରକୁ ସିଲ କରିଦିଆଯାଇଛି । ଦୀର୍ଘଦିନ ଧରି ଏଠାରେ ବେଆଇନ ଭାବେ କୋଇଲା କାରବାର ଚାଲିଥିବା ସ୍ଥାନୀୟ ଲେ।କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.