ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ଚୋରା କୋଇଲା ବୋଝେଇ ପିକ୍ ଅପ ଭ୍ୟାନ୍ ଜବତ କରିଛି ସେ।ର ପେ।ଲିସ

24/08/2018 at 2:09 AM

ବାଲେଶ୍ବର ୨୪/୮:୨ଟି ଚୋରା କୋଇଲା ବୋଝେଇ ପିକ୍ ଅପ ଭ୍ୟାନ୍ ଜବତ କରିଛି ସେ।ର ପେ।ଲିସ । ଭଦ୍ରକରୁ ସୋର ସରଶଙ୍ଖକୁ ଚାଲାଣ ହେଉଥିଲା କେ।ଇଲା । ଭ୍ୟାନର ଦୁଇଜଣ ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପେ।ଲିସ । ସରସଖଂଠାରେ ଥିବା ଏକ ଲକ୍ଷ୍ମୀ ବ୍ରିକସ ନାମକ ଏକ ବେଆଇନ କୋଇଲା ଗୋଦାମ ଘର ଉପରେ ମଧ୍ୟ ଚଢ଼ାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର କୋଇଲା ଜବତ କରିଛି ପେ।ଲିସ । ଗେ।ଦାମ ଘରକୁ ସିଲ କରିଦିଆଯାଇଛି । ଦୀର୍ଘଦିନ ଧରି ଏଠାରେ ବେଆଇନ ଭାବେ କୋଇଲା କାରବାର ଚାଲିଥିବା ସ୍ଥାନୀୟ ଲେ।କ କହିଛନ୍ତି ।

   Related Posts