ଦ୍ବାରଶୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ୫୦ଫୁଟ ତଳକୁ ଖସିଲା ଟ୍ରକ୍, ୫ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର ଆହତ

Published By : Prameya-News7 Bureau | March 04, 2020 IST

ବାରିପଦା ୪।୩: ମୟୁଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ‘ଆନନ୍ଦ’ ନାମକ ଏକ ଯାତ୍ରୀବାହୀ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍ ।

{"id":232625,"sizeSlug":"large"}

ଫଳରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ୫୦ ଫୁଟ୍ ତଳକୁ ଖସିପଡିଛି । ଦୁର୍ଘଟଣାରେ ବସ୍ ରେ ଥିବା ୫ ଜଣ ଯାତ୍ରୀଙ୍କ ସମେତ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି ।

{"id":232626,"sizeSlug":"large"}

ସେଥିମଧ୍ୟରୁ ୨ଜଣ ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.