Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୨୦୧୭-୧୮ରୁ କେବିକେ ପାଇଁ ସ୍ବତନ୍ତ୍ର ଅନୁଦାନ ବନ୍ଦ କରିଛି କେନ୍ଦ୍ର

1/08/2019 at 12:48 PM

ଭୁବନେଶ୍ବର ୧|୮:  ଆଜି ବିଧାନସଭା ପ୍ରଶ୍ନକାଳରେ ଯୋଜନା ଓ ସଂଯୋଜନା ବିଭାଗ ଉପରେ ଆଲୋଚନା ହୋଇଛି । କେବିକେ ଯୋଜନାକୁ ନେଇ ଗୃହରେ ଉଦବେଗ । ୨୦୧୭-୧୮ରୁ କେବିକେ ପାଇଁ ସ୍ବତନ୍ତ୍ର ଅନୁଦାନ ବନ୍ଦ କରିଛି କେନ୍ଦ୍ର । ରାଜ୍ୟର ବହୁ ଅନୁରୋଧ ପରେ ବି ଲାଭ ହେଉନି । ପୂର୍ବରୁ ୨୦୧୪ରୁ ୧୬-୧୭ ଯାଏଁ ୭୫୦ କୋଟି ଟଙ୍କା ଦେଇଥିଲା କେନ୍ଦ୍ର । କିନ୍ତୁ ପରେ ଯୋଜନାକୁ ବନ୍ଦ କରିଦେଇଥିଲା । ଏବେ ବିଜୁ କେବିକେ ଯୋଜନାରୁ ରାଜ୍ୟ ସରକାର ଟଙ୍କା ଦେଉଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ।

କେବିକେ ଯୋଜନାରେ ସମୁଦାୟ ୩୩୪୩.୯୫ କୋଟି ଟଙ୍କା ଅନୁଦାନ ଆସିଥିଲା । ସେଥିରୁ ୩୨୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବାକି ୫୪ କୋଟି ଟଙ୍କା ଖର୍ଚ୍ଚ ଚାଲିଛି । କେବିକେ ଯୋଜନା ବନ୍ଦ ହେବା ପରେ ବିଭିନ୍ନ ଭିତ୍ତିଭୂମି ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅଢେଇ ଶହ କୋଟି ଟଙ୍କା ଦିଆଯାଇଛି ।

   Related Posts