ଓ୍ୱାର୍ଦ୍ଧା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିଜେପି ବିଧାୟକଙ୍କ ପୁଅ ସମେତ ୭ ଛାତ୍ର, ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | January 25, 2022 IST

ମହାରାଷ୍ଟ୍ର ୨୫/୦୧: ମହାରାଷ୍ଟ୍ର ଓ୍ୱାର୍ଦ୍ଧାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଡାକ୍ତରୀ ଛାତ୍ର । ଏମାନଙ୍କ ମଧ୍ୟରେ ରହିଛନ୍ତି ବିଜେପି ବିଧାୟକ ବିଜୟ ରହାଙ୍ଗଦାଲେଙ୍କ ପୁଅ । କୁହାଯାଉଛି ରାତି ପ୍ରାୟ ସାଢେ ୧୧ଟାରେ ଏହି ଦୁର୍ଘଟଣା ଘଟିଛି । ଓ୍ୱାର୍ଦ୍ଧା ଜିଲ୍ଲା ଏସପି କହିଛନ୍ତି ମୃତକମାନେ ଓ୍ୱାର୍ଦ୍ଧା ଯାଉଥିଲେ ।

wp:html /wp:html wp:html /wp:html

ସେପଟେ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାକୁ PMNRF ରୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.