ଭୁବନେଶ୍ବର୨୯/୭: ଫିଲ୍ମ ନିର୍ଦ୍ଦେଶକ ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ। ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଲେ ଜଣେ ଯୁବତୀ। ଫିଲ୍ମରେ ଅଭିନୟ କରିବାକୁ ନେଇ ଯୁବତୀଙ୍କୁ ଡାକିଥିଲେ ପିଣ୍ଟୁ।ପିଣ୍ଟୁଙ୍କୁ ଦେଖା କରିବାବେଳେ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ।ନୟାପଲ୍ଲୀ ଥାନାରେ ପିଣ୍ଟୁଙ୍କୁ ପଚରାଉଚରା କଲା ପୋଲିସ।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...