Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏବେ ଓରଟେଲ୍‌ରେ ନ୍ୟୁଜ ସେଭେନ୍, ପୂର୍ବରୁ ପ୍ରାୟ ସମସ୍ତ ପ୍ରମୁଖ ମିଡିୟମରେ ଉପଲବ୍ଧ ହେଉଛି ଦର୍ଶକଙ୍କ ପ୍ରିୟ ଚ୍ୟାନେଲ୍ NEWS 7

14/04/2020 at 8:08 PM

ଭୁବନେଶ୍ବର୧୪/୪: ଓଡ଼ିଶାର ଅନ୍ୟତମ ପ୍ରମୁଖ ଟେଲିଭିଜନ୍ ଚ୍ୟାନେଲ୍ ନ୍ୟୁଜ ସେଭେନ୍‌ ଏବେ ଓରଟେଲ୍‌ କମ୍ୟୁନିକେସନ ନେଟଓ୍ବାର୍କରେ ଉପଲବ୍ଧ ହୋଇଛି। ରାଜ୍ୟର ଏହି  ୨୪X୭ ନ୍ୟୁଜ ଚ୍ୟାନେଲ NEWS 7 ଓରଟେଲ୍‌ ଡିଟିଏଚ୍‌ର ୭୦୪ ନମ୍ବରରେ ଦେଖାଯାଉଛି। ଏଥି ସହିତ ପ୍ରାୟ ସମସ୍ତ ଡିଟିଏଚ୍‌ ଏବଂ ଟେଲିଭିଜନ୍ ଯୋଗାଯୋଗ ମିଡିୟମରେ ଉବଲବ୍ଧ ହୋଇଛି ନ୍ୟୁଜ ସେଭେନ୍। ଏହି ସୂଚନା ଅନୁଯାୟୀ, ଟାଟା ସ୍କାଏ (୧୭୭୩), ଭିଡିଓକନ (୮୩୫), ଡିସ୍‌ ଟିଭି ( ୧୩୬୩), ଏୟାରଟେଲ (୬୧୦), ସନ୍‌ଡାଇରେକ୍ଟ (୬୬୨), ଇଷ୍ଟର୍ଣ୍ଣ ମିଡିଆ( ୧୩୪), ଜିଟିପିଏଲ୍‌( ୭୧୬), ହାଥଓ୍ବେ ( ୭୨୬), ସିଟି ହାଇଦ୍ରାବାଦ(୬), ସିଟି କୋଲକାତା (୪୫୭), ମନ୍ଥନ(୭୯୦) ଆଦି  ମିଡିୟମରେ ଏବେ ଉପଲବ୍ଧ ହୋଇଛି NEWS 7 । ଓଡିଶାରେ ଖବର ଏବଂ ଖବର ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରଣ ସହ ଖବର ଉପ​‌ରେ ବରାବର ନଜର ରଖୁଥିବା ନ୍ୟୁଜ ସେଭେନ୍‌ ଦର୍ଶକମାନଙ୍କ ଆସ୍ଥାଭାଜନ ହେବା ସହ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ଏବେ ଦର୍ଶକଙ୍କ  ଚାହିଦା ଏବଂ ଆବଶ୍ୟକତା ଗୁରୁତ୍ବ ଦେଇ ଅଧିକ ମିଡିୟମରେ ଏହା ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ସମସ୍ତ ପ୍ରୟାସ ଜାରି ରଖିଛି।       

   Related Posts