ପ୍ରେମ ହସ୍ତରେଖା ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ତେବେ ପଢ଼ନ୍ତୁ

Published By : Prameya-News7 Bureau | March 23, 2019 IST

୧.ଆଙ୍ଗୁଠି: ହାତରେ ବୁଢ଼ା ଆଙ୍ଗୁଠିକୁ ସବୁଠୁ ବେଶୀ ପ୍ରଭାବଶାଳୀ କୁହାଯାଇଥାଏ। କାରଣ ଏହା ବାକି ଆଙ୍ଗୁଠିକୁ ନିୟନ୍ତ୍ରଣ କରିଥାଏ। ବଡ଼ ଆଙ୍ଗୁଠି ଥିବା ବ୍ୟକ୍ତି ଅଧିକ ଯୈାନ ଶକ୍ତି ସମ୍ପନ୍ନ ଏବଂ ପ୍ରଭାବଶାଳୀ ହୋଇଥାଆନ୍ତି। ଛୋଟ ଆଙ୍ଗୁଠି ଥିବା ବ୍ୟକ୍ତି ଶାନ୍ତ ସ୍ବଭାବର ହୋଇଥାଆନ୍ତି। ସେମାନେ ସାଧାରଣତଃ ନିଜର ଯୈାନ ଆବଶ୍ୟକତା କହିବାକୁ ସଙ୍କୋଚ କରିଥାଆନ୍ତି।

୨.କନିଷ୍ଠ ଆଙ୍ଗୁଳି : କନିଷ୍ଠ ଆଙ୍ଗୁଳିର ତଳ ଭାଗ କାମାସକ୍ତ କରିଥାଏ। ଯଦି କନିଷ୍ଠ ଆଙ୍ଗୁଳିର ଏହି ଅଂଶ ବଡ଼ ଏବଂ ଗାତୁଆ ହୋଇଥାଏ ତେବେ ଏହା ଅର୍ଥ ହେଉଛି ବ୍ୟକ୍ତି ମଲ୍ଟିପଲି ଓରଗଜମ୍ ପ୍ରାପ୍ତ କରିଥାଏ। ଯାହାର କନିଷ୍ଠ ଆଙ୍ଗୁଳି ବଡ଼ ହୋଇଥାଏ ତାଙ୍କର କଥାବାର୍ତ୍ତା ଠିକ୍ ଥାଏ। ସେମାନେ ସେକ୍ସ କରିବାରେ ଯେତେ ଏକ୍ସପର୍ଟ ଥାଆନ୍ତି ସମ୍ପର୍କକୁ ସେତିକି ଭଲଭାବେ ଲିଭାଇଥାଆନ୍ତି।

୩.ଶୁକ୍ର ପର୍ବତ : ଆଙ୍ଗୁଠିର ଆଧାରକୁ ଶୁକ୍ର ପର୍ବତ କୁହନ୍ତି। ଚଉଡ଼ା,ମୁଲାୟମ ଏବଂ ମାଂସଳ ଶୁକ୍ର ପର୍ବତର ଅର୍ଥ ବ୍ୟକ୍ତି ଖୋଲାମନର ହୋଇଥାଏ ଏବଂ ବିଛଣାରେ ଏକ ଯୋଗ୍ୟ ସେକ୍ସ ପାର୍ଟନର ଭାବେ ସାବ୍ୟସ୍ତ ହୋଇଥାଏ।

ଯେଉଁ ବ୍ୟକ୍ତିଙ୍କ ହୃଦୟ ରେଖା କେବଳ ରିଙ୍ଗ୍ ଫିଙ୍ଗର କିମ୍ବା ଅନାମିକା ଯାଏଁ ଲମ୍ବିଥାଏ ତେବେ ବ୍ୟକ୍ତିଜଣକ ଭରସାଯୋଗ୍ୟ ହୋଇନଥାଆନ୍ତି।

ଯେଉଁ ବ୍ୟକ୍ତିଙ୍କ ହୃଦୟରେଖା ତର୍ଜନୀ ଯାଏଁ ଲମ୍ବିଥାଏ ସେମାନଙ୍କ ମନରେ ବିବାହ ଏବଂ ପରିବାରର ଗୁରୁତ୍ବ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.