Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ହନିଟ୍ରାପ୍ ମାମଲା: ଭାରତୀୟ ସେନାର ଗୁପ୍ତ ତଥ୍ୟ ଦେଉଥିବା ଡ୍ରାଇଭର ଗିରଫ

31/10/2020 at 7:30 PM

ନୂଆଦିଲ୍ଲୀ ୩୧/୧୦: ବିଭିନ୍ନ ସମୟରେ ହନିଟ୍ରାପ୍‌ରେ ଫସି ଭାରତୀୟ ସେନା ସମ୍ବନ୍ଧୀୟ ତଥ୍ୟ ଦେଇ ଗିରଫ ହେଉଛନ୍ତି ସେନା କର୍ମଚାରୀ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଫେକ୍‌ ଆକାଉଣ୍ଟ ମାଧ୍ୟମରେ ଏମାନଙ୍କୁ ଫସାଇ ତଥ୍ୟ ହାସଲ କରୁଛି। ଶୁକ୍ରବାର ଭାରତୀୟ ସଶସ୍ତ୍ର ସିଭିଲିଆନ୍‌ ସେନା କାର୍ଯ୍ୟାଳୟରେ କାର୍ଯରତ ଡ୍ରାଇଭରକୁ ଗିରଫ କରିଛି ରାଜସ୍ଥାନ ଇଣ୍ଟେଲିଜେନ୍ସ ଟିମ୍‌।

ପରବତସର ନଗର ବାସିନ୍ଦା ରାମନିବାସ ଗୌରା ଜୟପୁର ନିବାରୁ ସ୍ଥିତ ସେନା କାର୍ଯ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ କରୁଥିଲା ବୋଲି ଅତିରିକ୍ତ ପୋଲିସ ମହାନି​‌ର୍ଦେଶକ(ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର କହିଛନ୍ତି।

ପାକିସ୍ତାନ ଗୁଇନ୍ଦା ବିଭାଗ ଦ୍ବାରା ସଂଚାଳିତ ହେଉଥିବା ଫେକ୍‌ ଆକାଉଣ୍ଟର ସମ୍ପର୍କରେ ଥିଲା ରାମନିବାସ। ଭାରତୀୟ ସେନାର ସାମରିକ ତଥ୍ୟ ଏହି ଆକାଉଣ୍ଟ ମାଧ୍ୟରେ ରାମନିବାଦ ଦେଉଥିବା ଉମେଶ ମିଶ୍ର କହିଛନ୍ତି।

   Related Posts