ମୟୁରଭଞ୍ଜରେ ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ

Published By : Prameya-News7 Bureau | October 21, 2018 IST

ମୟୁରଭଞ୍ଜ ୨୧|୧୦: ଚାନ୍ଦା ନଦେବାରୁ ଟ୍ରକ୍ ଡ୍ରାଇଭରକୁ ମାଡ ମାରିଲେ ହୋମଗାର୍ଡ । ମୟୂରଭଞ୍ଜ ଖୁଣ୍ଟା କୁଆମରା ଫାଣ୍ଡିର ହୋମଗାର୍ଡ ସନ୍ତେ।ଷ  ମହାପାତ୍ର ଟ୍ରକ୍ ଡ୍ରାଇଭର ରଘୁ ମୁଣ୍ଡାକୁ ଚାନ୍ଦା ମାଗିଥିଲେ ।  ରଘୁ ଟଙ୍କା ନଦେବାରୁ ହୋମଗାର୍ଡ ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ମାଡ ମଧ୍ୟ ମାରିଥିଲେ । ହୋମଗାର୍ଡଙ୍କ ଆକ୍ରମଣରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହେ।ଇଛନ୍ତି । ଏନେଇ ଖୁଣ୍ଟା ଥାନାରେ ଅଭିଯେ।ଗ କରିଛନ୍ତି । ତେବେ​ ଅଭିଯେ।ଗକୁ ଖଣ୍ଡନ କରିଛନ୍ତି ହେ।ମଗାର୍ଡ । ଅନ୍ୟପଟେ ମାଡ ମାରିଥିବା ହୋମଗାର୍ଡ କିଛି ଦିନ ତଳେ ଖୁଣ୍ଟା ଥାନା ଅଞ୍ଚଳର ଜଣେ ଅଟେ। ଚାଳକଙ୍କୁ ମଧ୍ୟ ମାଡ ମାରି ଗୁରୁତର କରିଥିଲେ । ହେଲେ ଏନେଇ ପେ।ଲିସ ନିକଟରେ ଅଭିଯେ।ଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.