ଓଡିଶା ଆସିବେ ହେମା ମାଳିନୀ, ତିନୋଟି ଜନସଭାରେ ହେବେ ସାମିଲ୍‌

Published By : Prameya-News7 Bureau | May 15, 2024 IST

ଭୁବନେଶ୍ୱର ୧୫।୦୫ : ଓଡିଶା ଆସିବେ ହେମା ମାଳିନୀ । ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ । ଏହି ଗସ୍ତ ଅବସରରେ ରାଜ୍ୟର ୩ଟି ସ୍ଥାନରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର । 

ଖବର ଅନୁଯାୟୀ, ଆସନ୍ତା ୧୭ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ । ଏହି ଗସ୍ତ ଅବସରରେ ଉତ୍ତର ଭୁବନେଶ୍ୱର, କିଶନ ନଗର ଏବଂ ପିପିଲିରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଆଉ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.