ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

Published By : Prameya-News7 Bureau | December 29, 2018 IST

ପୁରୀ ୨୯|୧୨: ପୁରୀ ଶ୍ରୀମନ୍ଦିର ଭିତରେ ଅସଦାଚରଣ । ସୁରକ୍ଷାକର୍ମୀ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମନ୍ଦିର ବାହାର କାଠ ନିକଟରେ ସୁରକ୍ଷାକର୍ମୀ ନାବାଳିକା ଜଣଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ଏନେଇ ସଂପୃକ୍ତ ଯୁବତୀ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି । ମାମଲା ରୁଜୁ କରି ସିଂହଦ୍ବାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.