ଆନ୍ଧ୍ରପ୍ରଦେଶରୁ ଫୁଲବାଣୀ ପାଦରେ ଚାଲି ଚାଲି ଯାଉଛନ୍ତି ୧୪ ଯାତ୍ରୀ

Published By : Prameya-News7 Bureau | May 05, 2020 IST

ବ୍ରହ୍ମପୁର୫/୫: କରୋନା ଭୟ ସମସ୍ତଙ୍କୁ ଆନ୍ଧ୍ରପ୍ରଦେଶର ପଲାସାରୁ କେତେକ ଯୁବକ ଚାଲି ଚାଲି ବ୍ରହ୍ମପୁର ହରଡାଖଣ୍ଡି ଛକ ଦେଇ ଫୁଲବାଣୀ ଯାଉଛନ୍ତି ।

{"id":265334,"sizeSlug":"large"}

ସ୍ତାନୀୟ ଲୋକେ ସେମାନଙ୍କୁ ଅଟକାଇ ପଚରାଉଚାରା ବେଳେ ଜଣାପଡିଛି ।

{"id":265337,"sizeSlug":"large"}

୧୪ ଜଣ ଯାତ୍ରୀ ଚାଲି ଚାଲି ଯାଉଥିବା କହିଛନ୍ତି ।

{"id":265338,"sizeSlug":"large"}

ଲକଡାଉନ୍ ସମୟରେ କୌଣସି ଗାଡି ଚଳାଚଳ କରୁନଥିବା ଯୋଗୁଁ ଚାଲି ଚାଲି ଯାଉଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.