ବୈପାରୀଗୁଡା ଗସ୍ତରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଭୋଟରଙ୍କୁ ଭେଟି ମାଗିଲେ ଭୋଟ

Published By : Prameya-News7 Bureau | May 03, 2024 IST

ବୈପାରୀଗୁଡା ୦୩/୦୫: ବୈପାରୀଗୁଡା ଗସ୍ତରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ । ଭୋଟରଙ୍କୁ ଭେଟି ମାଗିଲେ ଭୋଟ ।  

ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପିର ନୂଆଁ ରଣନୀତି l କୋରାପୁଟ ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବୁଲୁଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ l 

ତୃଣମୂଳ ସ୍ତରରେ କର୍ମୀ ଓ ନେତାଙ୍କୁ ଭେଟି ଆଲୋଚନ କରୁଛନ୍ତି l ବିଜେପି ପାର୍ଥୀଙ୍କୁ କିପରି ବିଜୟ କରାଯାଇପାରିବ ସେ ନେଇ କର୍ମୀଙ୍କୁ ଦେଉଛନ୍ତି ଗୁରୁମନ୍ତ୍ର l ବୈପାରୀଗୁଡା, କେନ୍ଦୁଗୁଡା, କୁନ୍ଦୁରାର ବିଭିନ୍ନ ସ୍ଥାନ ଗସ୍ତ କରି ଭୋଟରଙ୍କୁ ଭେଟି ମୋଦୀଙ୍କ ଗୁଣ ଗାନ କରୁଛନ୍ତି l ବିଜେପି ପ୍ରାର୍ଥିଙ୍କୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.