କ୍ଲିନିକ୍‌ରେ ପଶି ଗୁଳିମାଡ : ଡାକ୍ତର ଓ ମେଡିସିନ ଦୋକାନୀ ଗୁରୁତର

Published By : Prameya-News7 Bureau | December 15, 2019 IST

ଖୋର୍ଦ୍ଧା ୧୫।୧୨: କ୍ଲିନିକ୍‌ରେ ପଶି ଡାକ୍ତରଙ୍କୁ ଗୁଳିମାଡ କଲେ ଦୁର୍ବୁତ୍ତ । ଗୁଳିମାଡରେ ଡାକ୍ତର ମାନସ ଦାସ ଓ ଜଣେ ମେଡିସିନ ଦୋକାନୀ କର୍ମଚାରୀ ଆହତ ହୋଇଛନ୍ତି । ଉଭୟଙ୍କ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ବର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.