ଘୁଞ୍ଚିଲା ଏଲିମେଣ୍ଟାରୀ ପରୀକ୍ଷା, ୪ ତାରିଖ ବଦଳରେ ୧୦ ତାରିଖରେ ହେବ

Published By : Prameya-News7 Bureau | December 03, 2021 IST

କଟକ ୩।୧୨:  ସମ୍ଭାବ୍ୟ ବାତ୍ୟା ଓ ବର୍ଷା ପରିସ୍ଥିତି ଯୋଗୁଁ ଘୁଞ୍ଚିଲା ଏଲିମେଣ୍ଟାରୀ ପରୀକ୍ଷା । ୪ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ ଘୁଞ୍ଚାଇଛନ୍ତି । ୪ ତାରିଖରେ ହେବାକୁ ଥିବା ପରୀକ୍ଷା ୧୦ ତାରିଖରେ ହେବ । ୧୦ ତାରିଖରେ ପୂର୍ବ ନିର୍ଦ୍ଧାରିତ ସମୟ ୧୦ଟା ୩୦ମିନିଟରୁ ୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ୭ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ବାଭାବିକ ଭାବେ ହେବ ।

{"id":553643,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.