ପାଣିପାଗ

top-news

ସାରା ରାଜ୍ୟରେ ପ୍ରଚଣ୍ଡ ତାତି : ୪ ସହରର ତାପମାତ୍ରା ୪୪ ଡିଗ୍ରୀ...

ଭୁବନେଶ୍ବର ୨୬।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୪ ଡିଗ୍ରୀ ଟପିଛି । ୪୪.୬ ଡିଗ୍ରୀ ସହ ଅନୁଗୋଳ ସବୁଠୁ ଉତ୍ତପ୍ତ ସହର ହୋଇଛି । ୩୨ ସ...

ଜଳୁଛି ସାରା ଓଡ଼ିଶା, ସାଢେ ୨ଟା ସୁଦ୍ଧା ୪୩ ଟପିଲା ତାତି

ଭୁବନେଶ୍ବର ୨୬।୪: ଆଜି ବି ଜଳୁଛି ସାରା ଓଡିଶା । କଲବଲ କରୁଛି ତାତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ତାତି ଏମିତି ଯେ ଘରୁ ବାହାରିବା ବି ମୁସ୍କିଲ ହୋଇଯାଉଛି । ଶୁକ୍ରବାର ଦିନ ୨ଟା ୩୦ ସୁଦ୍...

ସକାଳୁ ଜଳିଲାଣି, ସାଢେ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ଭବାନୀପାଟଣା...

ଭୁବନେଶ୍ୱର ୨୬/୦୪: ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା। ତେବେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭବାନିପାଟଣା । 

ସେହିଭଳି କେନ୍ଦୁଝର ୩୫.୬°C, ତାଳଚେର ୩୫°C, ବାରିପଦା ୩୫°C, ଅନୁଗୁଳ...

ତାତିରୁ ମିଳିବନି ତ୍ରାହି, ଆହୁରି ୧୪ ଦିନ କଲବଲ କରିବ ଖରା

ଭୁବନେଶ୍ୱର ୨୬।୦୪: ନିଆଁ ଲହରି ଭିତରେ ଜଳିବ ଓଡ଼ିଶା । ତତଲା କଡ଼େଇରେ ଛାଣି ହୋଇଯିବ ଜନଜୀବନ । ଆହୁରି ୧୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ତ୍ରାହି ଆଶା କ୍ଷୀଣ । ଲଗାତାର ୧୧ ଦିନ ହେବ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ଲହରୀ ଆହୁରି ଚରମ ରୂପ ନେବା...

ରାଜ୍ୟରେ ଆହୁରି ସପ୍ତାହେ ଜାରି ରହିବ ପ୍ରଚଣ୍ଡ ତାତି, ତାପମାତ୍ରା...

ଭୁବନେଶ୍ୱର ୨୫।୪: ଓଡ଼ିଶାରେ ଆହୁରି ଏକ ସପ୍ତାହ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପାକିସ୍ତାନ ଏବଂ ଆଫଗାନିସ୍ତାନର ଜଳବାୟୁ ପ୍ରଭାବରେ ଏଭଳି ପରିସ୍ଥିତି ସୃ୍‌ଷ୍ଟି ହୋଇଥିବ...

ଜଳୁଛି ସାରା ରାଜ୍ୟ : ୮ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ, ଝାର...

ଭୁବନେଶ୍ବର ୨୫।୪: ଅସହ୍ୟ ତାତିରୁ ନିସ୍ତାର ନାହିଁ । ଆଜି ବି ବର୍ଷିଛି ନିଆଁ । ପୁଣି ତାପମାତ୍ରା ୪୩ ଡିଗ୍ରୀ ଟପିଛି । ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଛି । ୮ ସହରରେ ତାପମାତ୍ରା...

ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣ...

ଭୁବନେଶ୍ବର ୨୫।୪: ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ । ନୂଆ ରେକର୍ଡ ସୃଷ୍ଟି କଲାଣି ଏପ୍ରିଲ ମାସ  । ଲଗାତର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମ ପ୍ରବାହ।...

ପ୍ରଚଣ୍ଡ ତାତି ଜାରି, ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ଟପିଲା ତାପମ...

ଭୁବନେଶ୍ବର ୨୫।୪: ଆଜି ବି ଜାରି ରହିଛି ପ୍ରଚଣ୍ଡ ତାତି । ସାରା ଓଡିଶାରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ସାଢ...

ଓଃ କି ତାତି, ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ଭୁବନେଶ୍ୱର

୨୫/୦୪: ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ୪୧.୧ °C ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ଏହା ପଛକୁ ରହିଛି ବାଲେଶ୍ୱର । ଯାହାର ତାପମାତ୍ରା 4୧°C ରେକର୍...

Copyright © 2024 - Summa Real Media Private Limited. All Rights Reserved.