ରାଜନୀତି

top-news

ଉପ-ନିର୍ବାଚନ ଲଢିବେ କଳ୍ପନା ସୋରେନ୍, ମେ ୨୦ ରେ ଭାଗ୍ୟ ପରୀକ୍ଷା...

ରାଞ୍ଚି ୨୬/୦୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କର ପତ୍ନୀ କଳ୍ପନା ସୋରେନ୍‌ ଗିରିଡ଼ିହ ଜିଲ୍ଲାର ଗାଣ୍ଡେୟ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ଗୁରୁବାର...

ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ; ୮୮ ଲୋକସଭା ଆସନରେ ଚାଲ...

ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟ୍ ଦେଉଛି ସାରା ଦେଶ । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୮୮ଟି ଆସନରେ ଭୋଟିଂ ଜାରି ରହିଛି । ସକାଳ ୭ଟା ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ । ଦ୍ବିତୀୟ ଚରଣରେ  ମୋଟ୍...

ସୋନପୁର ସମାବେଶ ପରେ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମ...

ଭୁବନେଶ୍ଵର: ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଓଡ଼ିଶାରେ ବିଜେପିର ନିର୍ବାଚନ ପ୍ରଚାର ବିଗୁଲ ଫୁଙ୍କିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଏହା ପରେ ଭୁବନେଶ୍ଵରରେ ପହଞ୍ଚି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ରଣନୀତ...

ଶାହ ଫୁଙ୍କିଲେ ରଣତୂରୀ, ସୋନପୁରକୁ ପ୍ରଥମେ କାହିଁକି ବାଛିଲେ ବିଜ...

ଭୁବନେଶ୍ଵର: ସୋନପୁରରୁ ଶାହ ଫୁଙ୍କିଲେ ରଣତୂରୀ । ପଶ୍ଚିମ ଓଡିଶାରୁ ବିଜେଡି ବିରୋଧରେ ଦେଲେ ରଣ ହୁଙ୍କାର। ତେବେ ସୋନପୁରକୁ ପ୍ରଥମେ କାହିଁକି ବାଛିଲେ ବିଜେପି ଚାଣକ୍ୟ ?   ପଶ୍ଚିମ ଓଡିଶା ତଥା ବଲାଙ୍ଗିର ଲୋକସଭା ଆସନ ପାଇଁ ସୋନପୁରର କଣ ରହିଛି ଗୁରୁତ୍...

ରାୟବରେଲିରୁ ପ୍ରିୟଙ୍କା ଓହ୍ଲାଇଲେ ତାଙ୍କ ବିରୋଧରେ ଲଢିବେ ବରୁଣ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚର୍ଚ୍ଚିତ ରାୟବରେଲି ଆସନ ପାଇଁ କଂଗ୍ରେସ ଏବଂ ବିଜେପି କେହି ମଧ୍ୟ ନିଜ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ରାୟବରେଲି ଏବଂ ଆମେଠି ଗାନ୍ଧୀ ପରିବାରର ଗଡ଼ ବୋଲି କୁହାଯାଏ, କିନ୍ତୁ ଗତ ଥର ଆମେଠିରୁ ରାହୁଲ ଗାନ୍ଧୀଙ୍କ ପରାଜୟ ହୋଇଥିଲେ । ଅନ୍...

ଦୁର୍ନୀତି କଥା କହି ବିଜେଡି ସରକାରକୁ ଘେରିଲେ ଶାହ, କହିଲେ-ସବୁଥା...

ସୋନପୁର: ରାଜ୍ୟରେ ପାରଦ ଯେତିକି ଉପର ମୁହାଁ, ରାଜନୀତି ସେତିକି ଗରମ । ଲୋକସଭା ନିର୍ବାଚନ ପାଇଁ ଓଡ଼ିଶାରେ ମେ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଯାଉଛି । ଏଥିପାଇଁ ପ୍ରଚାର ମୈଦାନରେ ବିଜେପିର ହେଭିୱେଟ ନେତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଶୁକ୍ରବାର ସୋନପୁରରେ ବି...

ପଦ୍ମ ଧରିଲେ ପ୍ରବୋଧ ତିର୍କୀ, ଟିକେଟ୍ କଟିବା ପରେ ୪ ଦିନ ପୂର୍ବ...

ସୋନପୁର: ପଦ୍ମ ଧରିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁରରେ ଆଜି ଆୟୋଜିତ ସମାବେଶକୁ ଆସି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ...

ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖରେ ଖସିଲା ଡ୍ରୋନ୍, ଛାନଭି...

ଝାରସୁଗୁଡା ୨୫।୪: ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଫିସ ସମ୍ମୁଖୀରେ ଖସିଲା ସନ୍ଦିଗ୍ଧ ଡ୍ରୋନ୍...

ବିଜେପିରେ ସାମିଲ ହେଲେ ମନୀଷ କଶ୍ୟପ, ଲଢିବେ ଲୋକସଭା ନିର୍ବାଚନ ?...

ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ଜାରି ଥିବା ଚର୍ଚ୍ଚା ଭିତରେ ୟୁଟ୍ୟୁବର ମନୀଷ କଶ୍ୟପ ବିଜେପିରେ ସାମିଲ ହୋଇଛନ୍ତି । ଗୁରୁବାର ସେ ନିଜ ମାଆଙ୍କ ସହ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସାଂସଦ ମନୋଜ ତିୱାରୀ ଏବଂ ଅନିଲ ବାରୁନିଙ୍କ ଉପସ୍ଥି...

Copyright © 2024 - Summa Real Media Private Limited. All Rights Reserved.