ରାଉରକେଲା: ଭତ୍ତା ନେବାକୁ ଭୋରରୁ ଲମ୍ବା ଧାଡ଼ି। ବୟସ୍କ, ଭିନ୍ନକ୍ଷମ, ବିଧବା ଭତ୍ତା ପାଇବା ପାଇଁ ହିତାଧିକାରୀ ପାଉଛନ୍ତି କଷ୍ଟ। ଭତ୍ତା ସକାଳ୬ରୁ ପ୍ରଦାନ କରିବାକୁ ଥିବାବେଳେ, ହିତାଧିକାରୀ ବର୍ଷାରେ ବି ରାତି ୩ଟାରୁ...

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ମ୍ୟାଥମେଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍ଏମ୍ଏଲ୍-୨୦୨୫) କର୍ମଶାଳ...
ସାଲେପୁର: ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ଦେହାନ୍ତରେ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା । ମଙ୍ଗଳବାର ସନ୍ଧ୍ୟାରେ ସାଲେପୁର ମାଛୁଆତି ତା...
ଭୁବନେଶ୍ଵର: ଝାଡ଼ଖଣ୍ଡରେ ଓ ଦକ୍ଷିଣ ବିହାର ନିକଟ ସମୁଦ୍ରରେ ସୃଷ୍ଟି ହୋଇଛି ଲଘୁଚାପ। ଓଡ଼ିଶାରେ ଏହାର ପ୍ରଭାବ ରହିବ । ୫ ଦିନ ଯାଏ ଅର୍ଥାତ ଜୁଲାଇ ୧୯ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ...
ସାଲେପୁର: ଠିକାଦାରଙ୍କ ମାନମାନିରେ ଚାଲିଛି ରିଟେନିଙ୍ଗୱାଲ କାମ। ତାହାବି ପୁଣି ନିମ୍ନମାନର। ସୂଚନା ଫଳକ ବି ନାହିଁ। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିମ୍ନମାନର କାମ କରାଯାଉଛି। ଏଭଳି ଅଭି...
ପୁରୀ: ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି । ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଲଗାତର ବିବାଦରେ ରହିଥିବା ମମତା ଦିଦିଙ୍କୁ ପଡିଛି ଦଇବ ଚଡକ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସୋସିଆଲ ପୋଷ୍ଟକୁ ନେ...
ଭୁବନେଶ୍ୱର: ପ୍ରେମ, ବିବାହ ପ୍ରତିଶ୍ରୁତ, ଶାରୀରିକ ସମ୍ପର୍କ ଏବଂ ଶେଷରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ । ଏମିତି ଏକ କେସରେ ଭୁବନେଶ୍ବର ମହିଳା ଥାନା ପୋଲିସ ଜଣେ ପ୍ରେମିକକୁ ଗିରଫ କରିଛି । ପ୍ରେମିକ ତ ଗିରଫ ହେ...
ବାଲେଶ୍ୱର : ଫକୀରମୋହନ କଲେଜ ଛାତ୍ରୀ ପେଟ୍ରୋଲ ଢାଳି ନିଆଁ ଲଗାଇ ମୃତ୍ୟୁ ହେବାପରେ ମୁହଁ ଖୋଲିଛନ୍ତି ଆଇସିସି କମିଟିର ସଦସ୍ୟା ଆସିଷ୍ଟାଣ୍ଡ ପ୍ରଫେସର ମିନତୀ ସେଠୀ। ସେ କହିଛନ୍ତି, ସମୀର ସାର୍ ଙ୍କ ନାଁରେ ସୌମ୍ୟାଶ୍ରୀ ଅଭିଯୋଗ ଆଣିଥିଲେ ଯେ, ସେ ତାଙ୍କ ସହ ଦୁର୍ବ୍ୟବହ...
ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦଇସିଂ ଆଦିବାସୀ ସାହିରେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ମାମୁ- ଭଣଜାଙ୍କ ଜୀବନ। ଜଣାପଡ଼ିଛି ଭଣଜାକୁ ବଞ୍ଚାଇବାକୁ ଯାଇ ମାମୁ ମଧ୍ୟ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁଯାୟୀ, ...
ବାଲେଶ୍ୱର : ଶେଷରେ ଆଖି ବୁଜିଦେଲେ ଫକୀରମୋହନ କଲେଜ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୌମ୍ୟାଶ୍ରୀ। ଏଭଳି ଘଟଣାକୁ ନେଇ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ମରଶରୀର କଲେଜ ପରିସରକୁ ଅଣାଯାଇନଥିଲା। ଆଇନଶୃଙ୍ଖଳା ପାଇଁ ସରକାରଙ୍କ...
Copyright © 2024 - Summa Real Media Private Limited. All Rights Reserved.