ନୂଆଦିଲ୍ଲୀ ୦୨/୦୭: କ୍ୱାଡ୍ ବୈଠକରେ ଉଠିଲା ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ପାକ୍ର ଆତଙ୍କବାଦ ମୁଖା ଖୋଲିଛି ଭାରତ । ଖାସ୍ କରି ପାକିସ୍ତାନକୁ କଡ୍ଡା ନିନ୍ଦା କରିଛି ଭାରତ । କ୍ୱାଡ୍ ଦେଶଗୁଡ଼ିକ ପହଲଗାମ୍ ଆତଙ୍କବାଦୀ ଆକ୍ରମ...

ନୂଆଦିଲ୍ଲୀ ୦୨/୦୭: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ । ବ୍ରିକ୍ସ( BRICS) ସମ୍ମିଳନୀରେ ସାମିଲ ହେବେ ସହ ଜୁଲାଇ ୯ ତାରିଖ ମଧ୍ୟରେ ୮ ଦିନରେ ୫ଟି ରାଷ୍ଟ୍ର ଗସ୍ତ କରିବେ ମୋଦି । ପିଏମ ମୋଦି ଘାନା, ତ୍ରିନିଦାଦ ଓ ତୋବାଗୋ, ଆର୍ଜେଣ୍ଟିନା...
ନୂଆଦିଲ୍ଲୀ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ମଧ୍ୟରେ ରାଜ୍ୟର ଜଣେ ବରିଷ୍ଠ ବିଧାୟକଙ୍କ ଏକ ଅଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଦାବି କରାଯାଇଛି ଯେ, ଏହି ଅଡିଓରେ ବିଧାୟକ ବିଆର୍ ପାଟିଲ୍ ନିଜର କେହି ସଂପର୍କୀୟଙ୍କ ସହ ଫୋନ୍ରେ କଥା ହେଉଛନ୍ତ...
ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଟ୍ରମ୍ପଙ୍କ ଦାବିକୁ ବିଦେଶ ମନ୍ତ୍ରୀ ପୁଣି ଥରେ ଖଣ୍ଡନ କରିଛନ୍ତି । ଟ୍ରମ୍ପ କହିଥିଲେ ଯେ ଭାରତ ଓ ପାକିସ୍ତାନ ବାଣିଜ୍ୟ ଚାପରେ ସଂଘର୍ଷ ବିରତି ପାଇଁ ରାଜି ହେବାକୁ ବାଧ୍ୟ ହୋଇଥିଲେ ।...
ନୂଆଦିଲ୍ଲୀ : ରେଲୱେ ଟିକେଟ୍ ବୁକ୍ କରିବା ଠାରୁ ନେଇ ଟ୍ରେନ୍ରେ ଖାଦ୍ୟ ଅର୍ଡର କରିବା ଯାଏ , ଆପଣଙ୍କର ଆଉ ଅନେକ ଆପ୍ର ଆବଶ୍ୟକ ପଡ଼ିବ ନାହିଁ। ଆଇଆରସିଟିସି ନିଜର ନୂଆ ସୁପର ଆପ୍ ରେଲ୍ୱାନ ଆନୁଷ୍ଠାନିକ ଭାବେ ୧ଜୁଲାଇରେ ଲଞ୍ଚ କରିଛି...
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ମଙ୍ଗଳବାର ଯୁବବର୍ଗ ଓ ଭିତ୍ତିଭୂମି ସହ ଜଡ଼ିତ ଅନେକ ବଡ଼ ଯୋଜନା ଉପରେ ମୋହର ମାରିଛି । କେନ୍ଦ୍ର କ୍ୟାବିନେଟ୍ ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରି ଦେଇଛି । ଦୁଇଟି ପାର୍ଟରେ ଏହାର ଲାଭ ମିଳିବ । ପାର୍ଟ-ଏରେ ପ୍ରଥମ...
ନୂଆଦିଲ୍ଲୀ ୦୧।୦୭: ୭୩ ବର୍ଷୀୟା ମହିଳାଙ୍କ ପେଟରୁ ମିଳିଲା ଷ୍ଟୋନ୍ ଶିଶୁ । ସେ ପୁଣି ୩୦ ବର୍ଷୀୟ ଶିଶୁ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଯାହାକୁ ଦେଖିବା ପରେ ଡାକ୍ତର ବି ହୋଇଛନ୍ତି ତାଜୁବ । ମହିଳାଙ୍କ ସିଟି ସ୍କାନରେ ଏହା ଜଣାପଡ଼ିଥିଲ...
ନୂଆଦିଲ୍ଲୀ: ଜଣେ ପୂର୍ବତନ କାମ୍ବୋଡିଆନ ନେତାଙ୍କ ସହିତ ଫୋନ୍ କଲ୍ ଲିକ୍ ହେବା ମାମଲାର ତଦନ୍ତ ବିଳମ୍ବ ହେବାରୁ ଥାଇଲ୍ୟାଣ୍ଡର ସାମ୍ବିଧାନିକ ଅଦାଲତ ପ୍ରଧାନମନ୍ତ୍ରୀ ପାଏଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ପଦରୁ ନିଲମ୍ବିତ କରିଛନ୍ତି। ମଙ୍ଗଳବାର ବିଚାରପତିମାନେ ପ...
ନୂଆଦିଲ୍ଲୀ: ଯଦି କଂଗ୍ରେସ ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଆସେ, ତେବେ RSSକୁ ସାରା ଦେଶରେ ବ୍ୟାନ କରାଯିବ। ଏଭଳି ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡଗେ। ପ୍ରିୟାଙ୍କ ଖଡଗେଙ୍କ RSSକ...
Copyright © 2024 - Summa Real Media Private Limited. All Rights Reserved.