Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଗାଡି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ କନକ ବର୍ଦ୍ଧନ ସିଂଦେଓ ଏବଂ ସଂଗୀତା

21/05/2019 at 5:59 PM

ସୋନପୁର୨୧|୫: ବିଜେପି ବିଧାୟକ ଦଳର ନେତ କନକ ବର୍ଦ୍ଧନ ସିଂ ଦେଓଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିରେ କନକ ବର୍ଦ୍ଧନଙ୍କ ସହ ତାଙ୍କ ପତ୍ନୀ ବିଜେପି ନେତ୍ରୀ ସଂଗୀତା ସିଂ ଦେଓ ମଧ୍ୟ ଥିଲେ । ତେବେ ଦୁର୍ଘଟଣାରେ ସେମାନଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ବଲାଂଗୀର ରାସ୍ତାର ଖମ୍ବଶିରିପାଲିରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଅଳ୍ପକେ ଉଭୟ କେଭି ସିଂଦେଓ ଏବଂ ସଂଗିତା ସିଂଦେଓ ବର୍ତିଯାଇଛନ୍ତି  । କେଭି ସିଂଦେଓଂକ ଗାଡି ଭୁବନେଶ୍ବରରୁ ଫେରୁଥିବା ସମୟରେ ସୋନପୁରଠାରୁ ୧୭ ତିଲୋମିଟର ଦୂର ବଲାଙ୍ଗିର ରାସ୍ତାର ଖମ୍ବଶିରିପାଲିରେ ଏକ ତେଲ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ କେଭି ସିଂଦେଓଂକ ଗାଡିର ସାମନା ପଟ ସଂମ୍ପୁର୍ଣ ଭାଂଗି ଯାଇଥିବାବେଳେ କେଭି ଏବଂ ସଂଗୀତାଂ ଉଭୟେ ଘଟଣାସ୍ଥଳରୁ ପାଟଣାଗଡ ଯାଇଥିବା ଜଣାଯାଇଛି ।

   Related Posts