ମନ୍ଦିରରେ ଭୋଗ ଖାଉଛି ଭାଲୁ, ସ୍ଥାନୀୟ ଲୋକେ ଭୟଭୀତ

Published By : Prameya-News7 Bureau | January 24, 2022 IST

ଧର୍ମଗଡ଼ ୨୪।୦୧: ମନ୍ଦିରରେ ବୁଲି ବୁଲି ଭୋଗ ଖାଉଛି ଭାଲୁ l ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତରେ ଥିବା ଆମପାଣି ବୁଡାରାଜା ମନ୍ଦିରରେ l ରବିବାର ରାତିରେ ଏକ ଭାଲୁ ମନ୍ଦିର ପରିସର ଭିତରକୁ ପଶି ଆସି ନଡ଼ିଆ, କଦଳୀ ଆଦି ଭୋଗ ଖାଇ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଇଛି। ତେବେ ଭାଲୁ ଜନବସତି ମୁହାଁ ଭାଲୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.