୫ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ମହେଶକୁ ଗିରଫ କଲା ପୁରୀ ପୋଲିସ

Published By : Prameya-News7 Bureau | January 26, 2022 IST

ପୁରୀ, ୨୬/୦୧: ପୁରୀରେ ୫ ବର୍ଷର ନାବାଳିକାକୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ପୁରୀ- ଭୁବନେଶ୍ବର ସୀମାରୁ ପୁରୀ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଥିବା ବେଳେ ଏନେଇ ପୁରୀ ଏସପି କନୱର ବିଶାଲ ସିଂଙ୍କ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.