Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଆରଡି ପୀଠରେ ଅଘଟଣ, ଭୁଶୁଡି ପଡିଲା ବିଦ୍ୟୁତ ଖୁଣ୍ଟ

26/10/2021 at 10:08 AM

ଚାନ୍ଦବାଲି,୨୬/୧୦:  ପବିତ୍ର ଶୈବପୀଠ ଆରଡି ଧାମରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ହଠାତ ଦେଖା ଦେଇଥିଲା ବଡ ଅଘଟଣ। ମୁଖ୍ୟବଜାର ଗୁଡିଆସାହି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟଟି ଭୁଶୁଡି ପଡି ଏକ ପକ୍କାଘରେ ପଡିଯିବାରୁ ଅଳ୍ପକେ ଶହଶହ ପଥଚାରୀ ବର୍ତ୍ତି ଯାଇଛନ୍ତି।

ପୂର୍ବରୁ ଦେଖିବାକୁ ମିଳିଥିଲା ଯେ, ବିଦ୍ୟୁତ ଖୁଣ୍ଟରେ କିଛି ତାର ଯୋଡାଯାଇଥିଲା । ଯାହା ସର୍ଟସର୍କିଟ ହୋଇ ନିଆଁ ଖସୁଥିଲା। ଅନ୍ୟପଟେ ବିଦ୍ୟୁତ ଖୁଣ୍ଟ ବହୁଦିନ ହେବ ଦୁର୍ବଳ ହୋଇ ପଡିଥିବାରୁ ଉକ୍ତ ଖୁଣ୍ଟକୁ ଆଉ ଦୁଇଗୋଟି ଖୁଣ୍ଟ ଦ୍ବାରା ଭାରା ଦିଆଯାଇଥିଲା। ହେଲେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଓ ଖାମଖିଆଲି ମନୋଭାବ ଯୋଗୁ ଆଜି ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

   Related Posts