Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରିୟା ଗିରଫ ପରେ ଅଙ୍କିତା କହିଲେ, ‘କର୍ମରୁ ନିର୍ଣ୍ଣୟ ହୋଇଥାଏ ଭାଗ୍ୟ’

8/09/2020 at 6:19 PM

ମୁମ୍ବାଇ ୦୮/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି | ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା | ରିୟା ଗିରଫ ହେବାପରେ ଦିବଂଗତ ଅଭିନେତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରତିକ୍ରିୟା ରଖିଛନ୍ତି |

ଅଙ୍କିତା ଲୋଖଣ୍ଡେ ଟ୍ୱିଟ କରି କହିଛନ୍ତି, “ଭାଗ୍ୟ ଓ ସଂଯୋଗରୁ କିଛି ହାସଲ ହୁଏନାହିଁ | ମଣିଷ ନିଜ କର୍ମରେ ନିଜ ଭାଗ୍ୟ ତିଆରି କରିଥାଏ |”

ସୁଶାନ୍ତଙ୍କ ଭଉଣୀ ଶ୍ଵେତା ମଧ୍ୟ ଏକ ଟ୍ୱିଟ କରିଥିଲେ | ଶ୍ଵେତାଙ୍କ ଟ୍ୱିଟରେ ମଧ୍ୟ ଅଙ୍କିତା ପ୍ରତିକ୍ରିୟା ରଖିଥିଲେ | ଶ୍ଵେତା ଲେଖିଛନ୍ତି, ‘ଭଗବାନ ଆମ ସହିତ ଅଛନ୍ତି |’

   Related Posts