ରିୟା ଗିରଫ ପରେ ଅଙ୍କିତା କହିଲେ, 'କର୍ମରୁ ନିର୍ଣ୍ଣୟ ହୋଇଥାଏ ଭାଗ୍ୟ'

Published By : Prameya-News7 Bureau | September 08, 2020 IST

ମୁମ୍ବାଇ ୦୮/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି | ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା | ରିୟା ଗିରଫ ହେବାପରେ ଦିବଂଗତ ଅଭିନେତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ପ୍ରତିକ୍ରିୟା ରଖିଛନ୍ତି |

{"id":326959,"sizeSlug":"large"}

ଅଙ୍କିତା ଲୋଖଣ୍ଡେ ଟ୍ୱିଟ କରି କହିଛନ୍ତି, "ଭାଗ୍ୟ ଓ ସଂଯୋଗରୁ କିଛି ହାସଲ ହୁଏନାହିଁ | ମଣିଷ ନିଜ କର୍ମରେ ନିଜ ଭାଗ୍ୟ ତିଆରି କରିଥାଏ |"

wp:core-embed/twitter {"url":"https://twitter.com/anky1912/status/1303296677902577666","type":"rich","providerNameSlug":"twitter","className":""}
https://twitter.com/anky1912/status/1303296677902577666
/wp:core-embed/twitter

ସୁଶାନ୍ତଙ୍କ ଭଉଣୀ ଶ୍ଵେତା ମଧ୍ୟ ଏକ ଟ୍ୱିଟ କରିଥିଲେ | ଶ୍ଵେତାଙ୍କ ଟ୍ୱିଟରେ ମଧ୍ୟ ଅଙ୍କିତା ପ୍ରତିକ୍ରିୟା ରଖିଥିଲେ | ଶ୍ଵେତା ଲେଖିଛନ୍ତି, 'ଭଗବାନ ଆମ ସହିତ ଅଛନ୍ତି |'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.