ଲୋକଙ୍କ ପାଖରେ ପହଞ୍ଚିବାର ନୂଆ ପ୍ରୟାସ, ବିଜେପିକୁ କାଉଣ୍ଟର କରିବାକୁ ବିଜେଡିର ନୂଆ ଷ୍ଟ୍ରାଡେଜି

Published By : Prameya-News7 Bureau | April 24, 2024 IST

ଭୁବନେଶ୍ୱର ୨୪/୦୪: ମୋଦୀ ଗ୍ୟାରେଣ୍ଟି ବନାମ 5ଟି ନବୀନ ଗ୍ୟାରେଣ୍ଟି । ବିଜେପିକୁ କାଉଣ୍ଟର କରିବାକୁ ବିଜେଡିର ନୂଆ ଷ୍ଟ୍ରାଟେଜି । ନବୀନଙ୍କ ପ୍ରଚାର ଆରମ୍ଭରୁ ସଭା ମଞ୍ଚରେ 5T  ଗ୍ୟାରେଣ୍ଟିର ପୋଷ୍ଟର । ନବୀନଙ୍କ 5T ରୂପାନ୍ତରୀକରଣ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖରେ ପହଂଚିବ ବିଜେଡି । 

ଆମ ଓଡିଶା ନବୀନ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନାରେ କଣ କଣ କାର୍ଯ୍ୟ ହୋଇଛି ତାହାର ହିସାବ ରଖିଛନ୍ତି । ସୂଚନା ଥାଉକି, ଲୋକଙ୍କ ନିକଟତର ହେବାକୁ କଳ ବଳ କୌଶଳ ଲଗାଇଛନ୍ତି ସବୁ ଦଳ । ଏଥିପାଇଏ ପ୍ରଚାରକୁ ଜୋରଦାର କରିଛିନ୍ତି । ସେହି ପରିପ୍ରେକ୍ଷୀରେ ବିଜେଡି ଆଉ ପାଦେ ଆଗେଇଛି । ଆରମ୍ଭ କରିଛି ନୂଆ ଯୋଜନା ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.