ଗୋଦାବରୀ ନଦୀରେ ବୁଡିଲା ଡଙ୍ଗା, ୫୦ ଯାତ୍ରୀ ନିଖୋଜ

Published By : Prameya-News7 Bureau | September 15, 2019 IST

ଗୋଦାବରୀ ୧୫।୯: ଗୋଦାବରୀ ନଦୀରେ ବୁଡିଲା ଡଙ୍ଗା । ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମ୍ ନିକଟରେ ଡଙ୍ଗା ବୁଡିଯାଇଛି । ଡଙ୍ଗାରେ ପ୍ରାୟ ୬୦ଜଣ ଯାତ୍ରୀ ଥିଲେ । ଡଙ୍ଗା ବୁଡିବା ଫଳରେ ୫୦ଜଣ ଯାତ୍ରୀ ନିଖୋଜ ଥିବାବେଳେ ୧୦ ଜଣ ପହଁରି ପହଁରି କୂଳରେ ପହଞ୍ଚିଯାଇଛନ୍ତି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.