Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଦାବରୀ ନଦୀରେ ବୁଡିଲା ଡଙ୍ଗା, ୫୦ ଯାତ୍ରୀ ନିଖୋଜ

ଗୋଦାବରୀ ୧୫।୯: ଗୋଦାବରୀ ନଦୀରେ ବୁଡିଲା ଡଙ୍ଗା । ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମ୍ ନିକଟରେ ଡଙ୍ଗା ବୁଡିଯାଇଛି । ଡଙ୍ଗାରେ ପ୍ରାୟ ୬୦ଜଣ ଯାତ୍ରୀ ଥିଲେ । ଡଙ୍ଗା ବୁଡିବା ଫଳରେ ୫୦ଜଣ ଯାତ୍ରୀ ନିଖୋଜ ଥିବାବେଳେ ୧୦ ଜଣ ପହଁରି ପହଁରି କୂଳରେ ପହଞ୍ଚିଯାଇଛନ୍ତି ।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇଟି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।

103 Views

   ସମ୍ବନ୍ଧିତ ଖବର