Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୨ ଚୋରା ବନ୍ଧୁକ ବେପାରୀ ଗିରଫ – ମୋଟ୍ ୭ ଦେଶୀ ବନ୍ଧୁକ ଓ ୩ ପିସ୍ତଲ ଜବତ

26/10/2019 at 11:12 PM

ସୋନପୁର ୨୬।୧୦ -ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ଵାରା ଦେଶୀ ବନ୍ଧୁକ କାରବାର ଏବଂ ବିକ୍ରି ଅଭିଯୋଗ ରେ ଦୁଇ ଗିରଫ ,ଗିରଫ ହୋଇଥିବା ଦୁଇ ଜଣ ହେଲେ ବୌଦ୍ଧ ଜିଲ୍ଲା ର ନିର୍ମଳ ଯୋଶୀ ଏବଂ ରମେଶ ବେହେରା ,ତାଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ ଓ ୩ ଟି ଦେଶୀ ପିସ୍ତଲ ଜବତ ।

ନିର୍ମଳ ଯୋଶୀ ସୋନପୁର ରେ ବେଆନ ବନ୍ଧୁକ ବିକ୍ରୀ କରୁଥିଲେ ପୋଲିସ  ନିର୍ମଳ କୁ ଜେରା  ପରେ  ବୌଦ୍ଧ ଜିଲ୍ଳାର କୁସଙ୍ଗ ରେ ରମେଶ ବେହେରା ବନ୍ଧକୁ ତିଆରୀ କରୁଥିବା ସୂଚନା ଦେଇଥିଲେ ପୋଲିସ କୁସଙ୍ଗ କୁ ସେଠାରୁ ୫ ଟି ବନ୍ଧୁକ ଏବଂ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ ,ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରିଛି

   Related Posts