ଗୋଲ୍ଡେନ ବଏକୁ ସିଲ୍‌ଭର ମେଡାଲ; ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ନୀରଜ ଫିଙ୍ଗିଲେ ୮୫.୭୧ ମିଟର ଥ୍ରୋ

ନୂଆଦିଲ୍ଲୀ ୩୧/୮: ବିଶ୍ୱ ଚାମ୍ପିଅନସିରେ ସ୍ବର୍ଣ୍ଣ ପଦକ ପରେ ଏବେ ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ରୌପ୍ୟ ପଦକ । ଭାରତର ଜାଭେଲିନ୍‌ ତାରକା ତଥା ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ ସିଲଭର ମେଡାଲ ମିଳିଛି । ସେ ନିଜର ଚତୁର୍ଥ ପ୍ରୟାସରେ ୮୫.୭୧  ମିଟର ଦୂରକୁ ଜାଭେଲିନ ଥ୍ରୋ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଚେକ୍‌ ଗଣରାଜ୍ୟର ଜାକୁବ  ଭାଲ୍‌ଡେଚ୍‌ ୮୫.୮୬ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଜର୍ମାନୀର ଜୁଲିଆନ୍‌ ୱେବର  ୮୫.୦୪ମିଟର ସହ … Continue reading ଗୋଲ୍ଡେନ ବଏକୁ ସିଲ୍‌ଭର ମେଡାଲ; ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ନୀରଜ ଫିଙ୍ଗିଲେ ୮୫.୭୧ ମିଟର ଥ୍ରୋ