ଶୁକ୍ରବାର ରାଶିଫଳ: ଆତ୍ମୀୟମାନେ ବିଶ୍ୱାସ ଘାତକତା କରିପାରନ୍ତି, ସାଧାରଣ କଥାରେ ମତାନ୍ତର ହେବ

Published By : Prameya-News7 Bureau | December 30, 2021 IST

ମେଷ– ଆଜିଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକ କାମକରିବାରେ ବିଫଳ ହେବେ । ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇ ଖୁସିରହିବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭଅଙ୍କ ୬ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ଅର୍ଥ ଲାଭହେବ ।
ଗୃହିଣୀ-ଧାର୍ମିକହେବେ ।
ବୃଷ– ଧନସ୍ଥରାହୁ ଓ ଧନାଧିଙ୍କ ଦୁର୍ବଳତାକାରଣରୁ ଅର୍ଥ ସମ୍ପର୍କୀୟବିବାଦର ସମ୍ମୁଖୀନ ହୋଇପାରନ୍ତି ।କର୍ମକ୍ଷେତ୍ରରେସାଧାରଣ କଥାରେକୌଣସିବ୍ୟକ୍ତିଙ୍କସହମତାନ୍ତରଘଟିପାରେ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୩ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଥଣ୍ଡାକାଷହୋଇପାରେ ।
ରୋଗୀ-ବ୍ୟାୟାମ୍‌କରିବାଉଚିତ୍ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ମିଥୁନ - ଧନାଧିପ ସପ୍ତମଭାବସ୍ଥ ପ୍ରଭାବରେ ଋଣ ପରିଶୋଧ କରିବା ସକାଶେ କିମ୍ବା ବିଭିନ୍ନ ପ୍ରକାରର ଧନ୍ଦା କରିବାସକାଶେ ମନ ବଳାଇ ପାରନ୍ତି । କର୍ମକ୍ଷେତ୍ର, ବ୍ୟବସାୟରେସ୍ତ୍ରୀଙ୍କ ପରାମର୍ଶକୁଗ୍ରହଣକଲେ ମନ୍ଦ ହେବନି ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୭ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

କର୍କଟ–ଚନ୍ଦ୍ର ପାପଗ୍ରହଙ୍କ ପ୍ରଭାବରୁ ମୁକ୍ତଯୋଗୁ ମାନସିକସ୍ଥିତି ପ୍ରାୟତଃ ଭଲ ରହିବକିନ୍ତୁ ଅଶ୍ଳେଷା ନକ୍ଷତ୍ରଯୋଗୁ କର୍ମବ୍ୟସ୍ତତାବୃଦ୍ଧି ପାଇପାରେ ।ସାଧାରଣ କଥାକୁବଡକରିସହକର୍ମୀମାନେ କଳହରମାତ୍ରାକୁବଢାଇ ଦେଇପାରନ୍ତି ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୪ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।
ବ୍ୟବସାୟୀ-ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବି-ସଫଳତାହାତଛଡାହୋଇଯିବ ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମକରିବାକୁ ପଡିବ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
ସିଂହ –ସୁଯୋଗ ଅଭାବରୁ ଯେତେ ପ୍ରକାରସୁବିଧା ସୁଯୋଗ ସୃଷ୍ଟିକଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟହେବେ ନାହିଁବରଂଓଲଟି ନିନ୍ଦାଗାନ କରିବେ ।କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖା ଦେଇପାରେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୨ ।
ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ସୁଖ ଅନୁଭବକରିବେ ।
କନ୍ୟା– ଧନସ୍ଥାନକୁ ଧନାଧିପତି ଦେଖୁଥିବାରୁହଠାତ୍ ଆଜିବହୁତ ଦିନରୁଟଙ୍କାବାକିରଖିଥିବାଲୋକଟିଘରେ ଆସିଟଙ୍କା ଦେଇଯିବ । ଅଫିସରେସାଧାରଣ କଥାରେମତାନ୍ତରରୁବିତର୍କସୃଷ୍ଟିହେବାରସୂଚନାରହିଛି । ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୭ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି- କରତ୍‌କର୍ମାହେବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ-ସାମାନ୍ୟସୁସ୍ଥ ଅନୁଭବକରିବେ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ତୁଳା–ଅନୁକୂଳଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କରସମସ୍ତ ଆଶା ଓ କାମନା ପୂର୍ଣ୍ଣତାଲାଭକରିବ । ଆଇନର ସହାୟତା ନେଇ ମାଲିମୋକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳସମାଧାନ ହୋଇଯିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ୨ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।
ବିଛା– ଅଷ୍ଟମାଧିପତି ନବମ ଭାବରେରହି ଆପଣଙ୍କ ଉଦ୍ୟମ ଓ ଚିନ୍ତାଧାରାକୁବିକ୍ଷିପ୍ତ କରିପାରନ୍ତି । ଆଜି ଘର କାମସାଙ୍ଗକୁ ଅଫିସ୍‌କାମରଚାପ ବଢିଯିବାକାରଣରୁବ୍ୟସ୍ତତାବଢି ଯାଇପାରେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୯ ।
ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ-ନୂଆଡିଲ୍‌ମିଳିବ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
ଧନୁ –ରାହୁ ଓ ରାଶିରେ ପାପଗ୍ରହ ପ୍ରଭାବରେବିଭିନ୍ନ ପ୍ରକାରରସମସ୍ୟା ଓ ପ୍ରତିବନ୍ଧକଭିତର ଦେଇ ଚଳିବା ପାଇଁବାଧ୍ୟ ହେବେ ।ପରିବହନ, ଆମଦାନୀକାରବାରକ୍ଷେତ୍ରରେ ନିଜ ନିଜସ୍ଥାନରେବେଶ୍‌ଖୁସୀରହିବେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୫ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ମକର–ଶନି ଓ ଚନ୍ଦ୍ରଙ୍କସ୍ଥିତିକାରଣରୁ ଆପଣଭାବୁଥିବାଗୋଟିଏ କଥା କହିଲାବେଳକୁତାହାଓଲଟାହୋଇ ଯାଇପାରେ । ଫଳରେବନ୍ଧୁଙ୍କସହବିତର୍କଜନିତ ଅଶାନ୍ତିକର ପରିସ୍ଥିତିସୃଷ୍ଟିହୋଇପାରେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୭ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ସ୍ୱାଭିମାନୀହେବେ ।
କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ ।
ଛାତ୍ରଛାତ୍ରୀ-ଗ୍ରୀନ୍ ରଙ୍ଗର ଆସନରେବସି ପଢନ୍ତୁ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
କୁମ୍ଭ -ଷଷ୍ଠାଧିପ ସପ୍ତମଭାବସ୍ଥଯୋଗୁଯେଉଁକାମରେହାତ ଦିଅନ୍ତୁନାକାହିଁକିସବୁକାମଗୁଡିକଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାରସୂଚନାରହିଛି । ପରିବାରରେକାହାରସ୍ୱାସ୍ଥ୍ୟସକାଶେ ମନ ବ୍ୟସ୍ତରହିପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୪ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।
ରୋଗୀ-ସାମାନ୍ୟସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି-କାର୍ଯ୍ୟରେସଫଳହେବେ ।
ବ୍ୟବସାୟୀ- ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ସୁଖ ଅନୁଭବକରିବେ ।
ମୀନ - ଚତୁର୍ଥ ଭାଗରେରାହୁ ଥିବାରୁଷରୋଇକ୍ଷେତ୍ରରେ ଆତ୍ମୀୟମାନେ କେତେକକାରଣରୁକେନ୍ଦ୍ରକରିବିଶ୍ୱାସଘାତକତାକରିପାରନ୍ତି ।ଶୁକ୍ରଙ୍କ ଧନ ଭାବସଂସ୍ଥାନରୁ ଅର୍ଥ ଲାଭସହବହୁ ପ୍ରତୀକ୍ଷିତଖବରଟି ଆଜି ପାଇପାରନ୍ତି ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୩ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ-ଯୋଗ, ସ୍ମରଣଶକ୍ତିବଢାଇଥାଏ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.