ପୁଣି ବାପା ହେଲେ ଯୁବରାଜ, ସୋସିଆଲ ମିଡିଆରେ ସ୍ତ୍ରୀ ଏବଂ ପିଲାଙ୍କ ଫଟୋ କଲେ ସେୟାର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ସନ୍ତାନର ଜନକ ହୋଇଛନ୍ତି । ସେ ନିଜ ପତ୍ନୀ ଏବଂ ପିଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କ୍ରିକେଟର ଯୁବରାଜ ସିଂ ଏବଂ ଅଭିନେତ୍ରୀ ହେଜଲ କିଚ କନ୍ୟା ସନ୍ତନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଦୁହେଁ ନିଜ ଫ୍ୟାନ୍ସଙ୍କୁ ଏହି ଖୁସିଖବର ଦେଇଛନ୍ତି । ଯୁବରାଜ ସିଂ ଏବଂ ଅଭିନେତ୍ରୀ ହେଜଲ କିଚ ୨୦୧୬ ନଭେମ୍ୱର ୩୦ରେ ବିବାହ … Continue reading ପୁଣି ବାପା ହେଲେ ଯୁବରାଜ, ସୋସିଆଲ ମିଡିଆରେ ସ୍ତ୍ରୀ ଏବଂ ପିଲାଙ୍କ ଫଟୋ କଲେ ସେୟାର