ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଚନ୍ଦ୍ରାବାବୁ ନାଇଡୁଙ୍କୁ ଝଟକା : ୱାଇଏସଆର କଂଗ୍ରେସ ୧୪୦ ଆସନରେ ଆଗୁଆ

23/05/2019 at 6:53 PM

୨୦୧୯ ଲୋକସଭା ଭୋଟ ଗଣତି ଜାରି ରହିଛି । ଆନ୍ଧ୍ର ପ୍ରଦେଶରେ ୱାଇଏସଆର କଂଗ୍ରେସ ଉପରେ ଜନତା ଭରସା କରିଥିବା ଜଣାପଡୁଛି । ଶାସନାଧୀନ ତେଲୁଗୁଦେଶମ ପାର୍ଟି ହାରୁଥିବା ଭଳି ଜଣାପଡୁଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ପାଇଁ ଏହା ଏକ ବଡ ଝଟକା ।

ଆନ୍ଧ୍ର ପ୍ରଦେଶ ଗଣନା ଅନୁଯାୟୀ, ୧୭୫ ଆସନ ମଧ୍ୟରୁ ୧୬୯ ଆସନର ଫଳାଫଳ ଆସିସାରିଛି । ଟିଡ଼ିପି ମାତ୍ର ୨୭ ଆସନରେ ଆଗୁଆ ଅଛି । ୱାଇଏସଆର କଂଗ୍ରେସ ୧୪୦ ଆସନରୁ ଆଗୁଆ ଅଛି ।

   Related Posts