ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ମୃତ୍ୟୁ ମୁହଁରୁ ବର୍ତ୍ତିଲେ ଯୁବକ- ନଦୀ ଭିତରୁ କୁମ୍ଭୀର ସହ ଲଢେଇ କରି ପାଇଲେ ନୂଆ ଜୀବନ

6/10/2019 at 5:07 PM

କେନ୍ଦ୍ରାପଡା – କେନ୍ଦ୍ରାପଡା ଇନ୍ଦୁପୁର ନିକଟରେ ଜଣେ ଯୁବକ ମୃତ୍ୟୁ ମୁହଁରୁ ବର୍ତ୍ତିଛନ୍ତି । ହବିଳି ଗାଁର ମିଟୁ ଜେନା ନାମକ ଯୁବକ ନଦୀ ପାର ହେଉଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ। ବିରୂପା ନଦୀ ମଧ୍ୟରେ ଏହି ଘଟଣା ଘଟିଥିଲା।

ପ୍ରାଥମିକ ସୂଚନା ଅନୁସାରେ ଆହତ ମିଟୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି ।

   Related Posts