ରାଜଧାନୀରେ ଚାଞ୍ଚଲ୍ୟ : ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ !

Published By : Prameya-News7 Bureau | June 13, 2024 IST

ଭୁବନେଶ୍ବର ୧୩।୬: ରାଜଧାନୀରେ ଚାଞ୍ଚଲ୍ୟ । ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ । ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ହତ୍ୟାକାଣ୍ଡ ଘଟିଛି । 

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ହତ୍ୟାକାଣ୍ଡ ଘଟିଛି । ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ଟୁଡୁ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 

You Can Read :

କାଶୀପୁରରେ ଅଜଣା ରୋଗ, ସପ୍ତାହେ ଭିତରେ ଗଡିଲାଣି ୪ ଶିଶୁଙ୍କ ମୁଣ୍ଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.