oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଯୁବ ଶକ୍ତି ରାଷ୍ଟ୍ରର ସବୁଠୁ ବଡ ସମ୍ପତ୍ତି: ମୁଖ୍ୟମନ୍ତ୍ରୀ

18/12/2020 at 2:52 PM

 ଭୁବନେଶ୍ବର୧୮/୧୨: ବିଜୁ ଯୁବ ଜନତା କାର୍ଯ୍ୟକାରିଣୀ​‌ ବୈଠକରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକାରିଣୀରେ ଦଳର ନେତା-କର୍ମୀ ସବୁ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିଛି। ଯୁବ ଶକ୍ତି ରାଷ୍ଟ୍ରର ସବୁଠୁ ବଡ ସମ୍ପତ୍ତି।

ଓଡିଶାର ଭାଷା, ସଂସ୍କୃତି, କଳା ଓ ଜଗନ୍ନାଥ ସମସ୍ତଙ୍କ ଠାରୁ ଭିନ୍ନ। ମହାନଦୀର ପାଣି ସମସ୍ତ ଓଡିଶାବାସୀଙ୍କ ପାଇଁ ଆର୍ଶୀବାଦ ହୋଇ ବୋହି ଚାଲିଛି। ଓଡିଶାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଲଢ଼େଇ ଜାରି ରଖିଛି। ଓଡିଶାରେ ଖଣି-ଖାଦାନ ଭରପୁର ରହିଛି। ଏହି ଖଣିଜ ସମ୍ପଦର ଲାଭ ଓଡିଶାବାସୀ କିଭଳି ପାଇବେ, ସେ ନେଇ ସରକାର ଉଦ୍ୟମ ଜାରି ରଖିଛି।

ହେଲେ କଂଗ୍ରେସ ଏବଂ ବିଜେପି ଦେଇଥିବା କଥା ଭୁଲି ଗଲେ କିନ୍ତୁ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ବିଜେଡି ସରକାର ଉଦ୍ୟମ ଜାରି ରଖିଛି। ସବୁ ଆଞ୍ଚଳିକ ଦଳଠାରୁ ବିଜେଡି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କେବଳ ବିଜେଡି ହିଁ ଓଡିଶାର ଆଶା ଓ ଆଙ୍କାକ୍ଷା ପୂରଣ କରି ପାରିବ। ତେଣୁ ରାଜ୍ୟ ସରକାର ଉପରେ ଏହି ବିଶ୍ବାସ- ଭରସା ରଖିବାକୁ ଯୁବ ଶକ୍ତିଙ୍କୁ ପରାମର୍ଶ ଦେଇଛନ୍ତି।

   Related Posts