ଦୀର୍ଘ ୧୨ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ, ସେଲ୍ଫି ନେବାବେଳେ ଜଳପ୍ରପାତରେ ବୁଡି ନିଖୋଜ ଥିଲେ
ଧର୍ମଗଡ ୨୯।୫: ଦୀର୍ଘ ୧୨ ଘଣ୍ଟାର ପ୍ରଚେଷ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କଳାହାଣ୍ଡି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଡୋକରିଚଞ୍ଚରାକୁ ରବିବାର ଧର୍ମଗଡର ୪ ଜଣ ଯୁବକ ବୁଲିବା ପାଇଁ ଯାଇଥିଲେ । ସେଠାରେ ସେଲ୍ଫି ନେବା ସମୟରେ ଅମନ ଅଗ୍ରୱାଲ ନାମକ ଯୁବକ ଜଳ ପ୍ରପାତରେ ଖସିପଡି ନିଖୋଜ ହୋଇ ଯାଇଥିଲେ । ଡୋକରିଚଞ୍ଚରାରେ ମୋବାଇଲ ନେଟୱର୍କ ଲାଗୁ ନଥିବାରୁ ସାଙ୍ଗରେ ଯାଇଥିବା ଯୁବକମାନେ କିଛି ଦୂରକୁ ଆସି ତାଙ୍କ ପରିବାରକୁ ଜଣାଇଥିଲେ … Continue reading ଦୀର୍ଘ ୧୨ଘଣ୍ଟା ପରେ ମିଳିଲା ଯୁବକଙ୍କ ମୃତଦେହ, ସେଲ୍ଫି ନେବାବେଳେ ଜଳପ୍ରପାତରେ ବୁଡି ନିଖୋଜ ଥିଲେ
Copy and paste this URL into your WordPress site to embed
Copy and paste this code into your site to embed