ବିଦେଶରୁ ଗାଁକୁ ଫେରିବା ବାଟରେ ନିଖୋଜ ହୋଇଗଲେ ଯୁବକ : ଝୁରୁଛି ମା’, ଖୋଜୁଛି ପୁଅକୁ

ଟାଙ୍ଗୀ ୮।୯: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବେଲପଡା ଗ୍ରାମର ଅକ୍ଷୟ ସ୍ୱାଇଁଙ୍କର ୩୫ ବର୍ଷର ପୁଅ ରଞ୍ଜନ ସ୍ୱାଇଁ । ଆଜକୁ ଠିକ୍ ୩ ବର୍ଷ ପୂର୍ବେ ରଞ୍ଜନ ବିଦେଶ ଯାଇଥିଲେ । ଅଧିକ ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ଦୁବାଇ ସ୍ଥିତ ଆବୁଧାବି ସହରରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ରଞ୍ଜନ । ସେଠାରୁ ସେ ନିଜ ଭିଟାମାଟିକୁ ଫେରୁଥିଲେ । ନିଜ ପରିବାର ଲୋକଙ୍କୁ ଫୋନ୍ ଯୋଗେ ରଞ୍ଜନ ଜଣାଇଥିଲେ । … Continue reading ବିଦେଶରୁ ଗାଁକୁ ଫେରିବା ବାଟରେ ନିଖୋଜ ହୋଇଗଲେ ଯୁବକ : ଝୁରୁଛି ମା’, ଖୋଜୁଛି ପୁଅକୁ