ଗାଧୋଇବା ବେଳେ ଖରସ୍ରୋତା ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | December 17, 2021 IST

ଯାଜପୁର ୧୭।୧୨: ଗାଧୋଇବା ବେଳେ ନଦୀର ଗଭୀର ସ୍ରୋତରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଓଳେଇ ଚନ୍ଦନପୁର ପଞ୍ଚାୟତରେ ଘଟିଛି ଏଭଳି ଦୁଃଖଦ ଘଟଣା ।

{"id":560820,"width":754,"height":401,"sizeSlug":"full","linkDestination":"none"}

ଚନ୍ଦନପୁର ଗ୍ରାମର ରବୀନ୍ଦ୍ର ସାମଲଙ୍କ ୨୬ବର୍ଷ ବୟସ୍କ ପୁଅ ସମରେନ୍ଦ୍ର ନିଖୋଜ ଅଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ବେଳେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜାରି ରଖିଛି ଉଦ୍ଧାର କାର୍ଯ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.