ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଗାଧୋଇବା ବେଳେ ଖରସ୍ରୋତା ନଦୀରେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

17/12/2021 at 2:52 PM

ଯାଜପୁର ୧୭।୧୨: ଗାଧୋଇବା ବେଳେ ନଦୀର ଗଭୀର ସ୍ରୋତରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଓଳେଇ ଚନ୍ଦନପୁର ପଞ୍ଚାୟତରେ ଘଟିଛି ଏଭଳି ଦୁଃଖଦ ଘଟଣା ।

ଚନ୍ଦନପୁର ଗ୍ରାମର ରବୀନ୍ଦ୍ର ସାମଲଙ୍କ ୨୬ବର୍ଷ ବୟସ୍କ ପୁଅ ସମରେନ୍ଦ୍ର ନିଖୋଜ ଅଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ବେଳେ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଜାରି ରଖିଛି ଉଦ୍ଧାର କାର୍ଯ୍ୟ ।

   Related Posts