suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ନଦୀରେ ଭାସି ଯୁବକ ନିଖୋଜ, ଏପର୍ଯ୍ୟନ୍ତ ପତ୍ତା ମିଳୁନି : ସୋମବାର ସନ୍ଧ୍ୟାଠାରୁ ଅଛନ୍ତି ନିଖୋଜ

1/12/2020 at 10:03 AM

ମୁନିଗୁଡା ୧।୧୨: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କିନାମ ଗାଁ ନିକଟସ୍ଥ ବଂଶଧାରା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ପତ୍ତା ମିଳୁନି । ଯୁବକ ଜଣଙ୍କ ପଡିମସ୍କା ଗାଁର ବିଜୟ ଡୋଲା । ବିଜୟ ସୋମବାର ସନ୍ଧ୍ୟାରେ ଡଙ୍ଗାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ ଖସିଯାଇଥିଲା । ଫଳରେ ସେ ନଦୀରେ ଭାସି ଯାଇଛନ୍ତି ।

ଖବରପାଇ ମୁନିଗୁଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରି ପାଇ ନଥିଲେ । ମଙ୍ଗଳବାର ସକାଳୁ ମଧ୍ୟ ଗୁମୁଡା, ବିଷମକଟକ ଓ ମୁନିଗୁଡା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୁଣି ଖୋଜା ଖୋଜି ଜାରି ରଖିଛନ୍ତି ।

   Related Posts