ନରାଜରେ ଗାଧୋଇବା ବେଳେ ବୁଡିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | May 30, 2024 IST

ବାରଙ୍ଗ ୩୦।୫: ମହାନଦୀରେ ବୁଡ଼ି ଯୁବକ ନିଖୋଜ ହୋଇଛନ୍ତି । ନରାଜ ବୁଡ଼ାବନ୍ଧ ନିକଟରେ ଗାଧୋଇବା ବେଳେ ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ନରାଜ ବୁଡ଼ାବନ୍ଧ ନିକଟରେ ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ଜଣଙ୍କ ନିଖୋଜ ହୋଇଛନ୍ତି । ଗାଧୋଇବା ବେଳେ ଅସାବଧାନତା ବଶତଃ ବୁଡିଯାଇ ଯୁବକ ନିଖୋଜ ହୋଇଛନ୍ତି । ବାରଙ୍ଗ ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

ତେବେ ୭ ଜଣ ସାଙ୍ଗହୋଇ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବୁଡିଯାଇ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

You Can Read : 

ଚତୁର୍ଥ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର ଜୋର, କଂଗ୍ରେସ ପ୍ରାର୍ଥୀଙ୍କ ବାଇକ୍ ଶୋଭାଯାତ୍ରା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.