ଚିପିଲିମା ପାଓ୍ବାର ଚ୍ୟାନେଲ୍‌ରେ ଭାସି ଯୁବକ ନିଖୋଜ : ସର୍ଚ୍ଚ ଅପରେସନ୍ ଜାରି

ସମ୍ବଲପୁର ୧୮।୯: ଚିପିଲିମା ପାଓ୍ବାର ଚ୍ୟାନେଲରେ ଭାସି ଯୁବକ ନିଖୋଜ ହୋଇଛନ୍ତି । ପାଓ୍ବାର ଚ୍ୟାନେଲ କାନ୍ଥରେ ଶୋଇଥିବା ବେଳେ ପାଣି ସୁଅରେ ଭାସିଯାଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଚିପିଲିମା ପାଓ୍ବାରେ ଚ୍ୟାନେଲରେ ବୁଡିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି । ପାଓ୍ବାର ଚ୍ୟାନେଲ କାନ୍ଥରେ ଶୋଇଥିବା ବେଳେ ଯୁବକ ଜଣଙ୍କ ପାଣି ସୁଅରେ ଭାସିଯାଇ ନିଖୋଜ ଅଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ବଗବିରା ଗାଁର … Continue reading ଚିପିଲିମା ପାଓ୍ବାର ଚ୍ୟାନେଲ୍‌ରେ ଭାସି ଯୁବକ ନିଖୋଜ : ସର୍ଚ୍ଚ ଅପରେସନ୍ ଜାରି